ମହଙ୍ଗା ପଡ଼ିଲା ବୋତଲ ଫିଙ୍ଗା: ୬ ନୂଆ ଟେଷ୍ଟ୍ ଭେନ୍ୟୁରେ ନାହିଁ ବାରବାଟୀର ନାଁ

କଟକ: ବିସିସିଆଇ ଆଜି ୬ଟି ନୂଆ ଟେଷ୍ଟ୍ ଭେନ୍ୟୁ ଘୋଷଣା କରିଛି। ତେବେ ଏଥିରେ କଟକର ବାରବାଟୀ ଷ୍ଟାଡିୟମର ନାଁ ନାହିଁ। ଯଦିଓ ପୂର୍ବରୁ ବାରବାଟୀକୁ ଟେଷ୍ଟ୍ ଭେନ୍ୟୁ ତାଲିକାରେ ସ୍ଥାନ ଦିଆଯିବାର ଅନେକ ସମ୍ଭାବନା ରହିଥିବା ନେଇ କୁହାଯାଉଥିଲା। ତେବେ ଗତ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍ ବେଳେ ବୋତଲ ଫିଙ୍ଗା ଘଟଣା ବାରବାଟୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାକୁ ନେଇ ବାରବାଟୀକୁ ନୂଆ ଟେଷ୍ଟ୍ ଭେନ୍ୟୁ ତାଲିକାରୁ ବାଦ […]

Barabati_

Barabati_

Rakesh Mallick
  • Published: Monday, 09 November 2015
  • Updated: 09 November 2015, 03:17 PM IST

Sports

Latest News

କଟକ: ବିସିସିଆଇ ଆଜି ୬ଟି ନୂଆ ଟେଷ୍ଟ୍ ଭେନ୍ୟୁ ଘୋଷଣା କରିଛି। ତେବେ ଏଥିରେ କଟକର ବାରବାଟୀ ଷ୍ଟାଡିୟମର ନାଁ ନାହିଁ। ଯଦିଓ ପୂର୍ବରୁ ବାରବାଟୀକୁ ଟେଷ୍ଟ୍ ଭେନ୍ୟୁ ତାଲିକାରେ ସ୍ଥାନ ଦିଆଯିବାର ଅନେକ ସମ୍ଭାବନା ରହିଥିବା ନେଇ କୁହାଯାଉଥିଲା। ତେବେ ଗତ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍ ବେଳେ ବୋତଲ ଫିଙ୍ଗା ଘଟଣା ବାରବାଟୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାକୁ ନେଇ ବାରବାଟୀକୁ ନୂଆ ଟେଷ୍ଟ୍ ଭେନ୍ୟୁ ତାଲିକାରୁ ବାଦ ଦିଆଯାଇଥିବା କୁହାଯାଉଛି। ଦର୍ଶକଙ୍କ ଏଭଳି ଆଚରଣ ନେଇ ବିସିସିଆଇ ପକ୍ଷରୁ ଓସିଏକୁ ନୋଟିସ୍ ଜାରି କରାଯାଇଥିଲା ଓ ଚେତାବନୀ ମଧ୍ୟ ଦିଆଯାଇଥିଲା।

ଓସିଏ ସଂପାଦକ ଆଶୀର୍ବାଦ ବେହେରା କହିଛନ୍ତି ଯେ ବୋତଲ ଫିଙ୍ଗା ଘଟଣ ଯୋଗୁଁ ବାରବାଟୀକୁ ଟେଷ୍ଟ୍ ଭେନ୍ୟୁର ମାନ୍ୟତା ମିଳିଲା ନାହିଁ। ଟେଷ୍ଟ୍ ଭେନ୍ୟୁ ମାନ୍ୟତା ନେଇ ପୂର୍ବରୁ ବିସିସିଆଇର ଏକ ଟିମ୍ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଥିଲେ। ତେବେ ଏହି ବୋତଲ ଫିଙ୍ଗା ଘଟଣା ଯୋଗୁଁ ନୂଆ ଟେଷ୍ଟ୍ ଭେନ୍ୟୁ ତାଲିକାରୁ ବାରବାଟୀକୁ ବାଦ୍ ଦିଆଯାଇଛି। ତେବେ ବିସିସିଆଇ ବୋତଲ ଫିଙ୍ଗ। ଘଟଣାର ଅନୁଧ୍ୟାନ କରୁଛି। ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଇଥିବା ସେ କହିଛନ୍ତି।

ଆଜି ମୁମ୍ୱାଇଠାରେ ବସିଥିବା ବିସିସିଆଇର ବାର୍ଷିକ ସାଧାରଣ ପରିଷଦ ବୈଠକରେ ୫ଟି ନୂଆ ଟେଷ୍ଟ୍ ଭେନ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଏଗୁଡ଼ିକ ହେଉଛି- ରାଞ୍ଚି, ଧର୍ମଶାଳା, ଇନ୍ଦୋର, ପୁନେ, ବିଶାଖାପାଟନାମ୍ ଏବଂ ରାଜକୋଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story