ଇଂଲଣ୍ଡର ପରାମର୍ଶଦାତା ଜୟବର୍ଦ୍ଧନେଙ୍କ ଉପରେ ଶ୍ରୀଲଙ୍କା ନାଖୁସ‌୍

କଲୋମ୍ୱୋ: ଚଳିତ ବର୍ଷ ଭାରତରେ ହେବାକୁ ଥିବା ଆଇସିସି ଟି-୨୦  ବିଶ୍ୱକପ‌୍ ପାଇଁ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ଇଂଲଣ୍ଡ ଟିମର ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ତେବେ ସେ ଏହି ଦାୟିତ୍ୱ ଗ୍ରହଣ କରିବା ନେଇ ଶ୍ରୀଲଙ୍କା କ୍ରିକେଟ‌୍ (ଏସ‌୍ଏଲସି) ଅସନ୍ତୋଷ ପ୍ରକାଶ କରିଛି। ଶ୍ରୀଲଙ୍କା କ୍ରିକେଟ‌ର ସଭାପତି ଥିଲାଙ୍ଗା ସୁମାଥିପାଲା କହିଛନ୍ତି, ପ୍ପଆଇସିସି ଟି-୨୦ ବିଶ୍ୱକପ‌୍ ପାଇଁ ଇଂଲଣ୍ଡର ପରାମର୍ଶଦାତା ହେବା ପାଇଁ ଜୟବର୍ଦ୍ଧନେଙ୍କ ନିଷ୍ପତ୍ତି ଦୁଃଖଦାୟକ ଓ ଆଶ୍ଚର୍ଯ୍ୟଜନକ। ତାଙ୍କ ପ୍ରତି […]

mahela

mahela

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 08:03 AM IST

Sports

Latest News

କଲୋମ୍ୱୋ: ଚଳିତ ବର୍ଷ ଭାରତରେ ହେବାକୁ ଥିବା ଆଇସିସି ଟି-୨୦  ବିଶ୍ୱକପ‌୍ ପାଇଁ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ଇଂଲଣ୍ଡ ଟିମର ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ତେବେ ସେ ଏହି ଦାୟିତ୍ୱ ଗ୍ରହଣ କରିବା ନେଇ ଶ୍ରୀଲଙ୍କା କ୍ରିକେଟ‌୍ (ଏସ‌୍ଏଲସି) ଅସନ୍ତୋଷ ପ୍ରକାଶ କରିଛି।

ଶ୍ରୀଲଙ୍କା କ୍ରିକେଟ‌ର ସଭାପତି ଥିଲାଙ୍ଗା ସୁମାଥିପାଲା କହିଛନ୍ତି, ପ୍ପଆଇସିସି ଟି-୨୦ ବିଶ୍ୱକପ‌୍ ପାଇଁ ଇଂଲଣ୍ଡର ପରାମର୍ଶଦାତା ହେବା ପାଇଁ ଜୟବର୍ଦ୍ଧନେଙ୍କ ନିଷ୍ପତ୍ତି ଦୁଃଖଦାୟକ ଓ ଆଶ୍ଚର୍ଯ୍ୟଜନକ। ତାଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। କିନ୍ତୁ ବର୍ତ୍ତମାନ ସେ ଆମର ପ୍ରତିଦ୍ୱନ୍ଦ୍ୱୀ ଟିମର ପରାମର୍ଶଦାତା। ସେ ଏଇ କିଛି ମାସ ହେଲା ଅବସର ପ୍ରହଣ କରିଛନ୍ତି। ସେ ଦେଶର କୌଣସି କ୍ଲବର କୋଚ‌୍ ହୋଇପାରି ଥାଆନ୍ତେ ଅବା କୌଣସି ଦେଶ ପାଇଁ ଆଇପିଏଲ‌୍ ଖେଳି ପାରିଥାଆନ୍ତେ। କିନ୍ତୁ ଟି-୨୦ ବିଶ୍ୱକପ୍ ଭଳି ଟୁର୍ଣ୍ଣାମେଣ୍ଟରେ ସେ ପ୍ରତିଦ୍ୱନ୍ଦ୍ୱୀ ଦଳର କୋଚ‌୍ ହୋଇଯାଇଛନ୍ତି। ଅନ୍ତତଃ ଅବସର ନେବାର ୨୪ ମାସ ପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶର କୋଚ‌୍ କିମ୍ୱା ସେଭଳି କିଛି ଦାୟିତ୍ୱ ନେବା ଉଚିତ‌୍ ନୁହେଁ।

୧୦ ଦିନ ପାଇଁ ସେ ଏହି ଦାୟିତ୍ୱ ନେବାକୁ ଥିବା ସତ୍ୱେ ଶ୍ରୀଲଙ୍କା କ୍ରିକେଟ‌୍ ବୋର୍ଡ ଏଭଳି ମତ ପ୍ରକାଶ କରିଛି। ରୋଚକ କଥା ହେଉଛି, ଟି-୨୦ ବିଶ୍ୱକପରେ ଗୋଟିଏ ଗ୍ରୁପରେ ଶ୍ରୀଲଙ୍କା ଓ ଇଂଲଣ୍ଡ ରହିଛନ୍ତି।

ଜୟବର୍ଦ୍ଧନେ ଏହା ପୂର୍ବରୁ ଇଂଲଣ୍ଡ ପାଇଁ ଦୁଇଟି ଟେଷ୍ଟରେ ବି କାର୍ଯ୍ୟ କରି ସାରିଛନ୍ତି। ଗତବର୍ଷ ଇଂଲଣ୍ଡର ୟୁଏଇ ଗସ୍ତ ବେଳେ ସେ ଇଂଲଣ୍ଡ ଟିମ‌୍ ସହିତ ଥିଲେ।

ଜୟବର୍ଦ୍ଧନେ ଗତବର୍ଷ ମାର୍ଚ୍ଚ ମାସରେ ଦିନିକିଆ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ। ତା’ପୂର୍ବରୁ ୨୦୧୪ରେ ସେ ଟି-୨୦ରୁ ଅବସର ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story