ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଦଳର କୋଚ୍ ପଦ ପାଇଁ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ହରେନ୍ଦ୍ର ସିଂହ। ଅଲ୍ଟମାନ୍ସଙ୍କୁ ବହିଷ୍କାର କରିବା ପରେ କୋଚ୍ ପଦ ଖାଲି ରହିଛି। ହରେନ୍ଦ୍ର ସିଂହ କହିଛନ୍ତି ଯେ ଅଲ୍ଟମାନ୍ସ ବହିଷ୍କାର ହେବାପରେ ଟିମ୍ରେ ତାଙ୍କ ସ୍ଥାନ ନେବାକୁ ସେ ନିଜେ ସବୁଠୁ ଯୋଗ୍ୟ ପ୍ରାର୍ଥୀ। ତେଣୁ ଭାରତୀୟ ହକି ଦଳର କୋଚ୍ ପଦ ପାଇଁ ସେ ଦୃଢ ଦାବିଦାର।
ହରେନ୍ଦ୍ର ସିଂହ ଭାରତୀୟ ଜୁନିଅର ଦଳର ପୂର୍ବତନ କୋଚ୍ ଥିଲେ। ତାଙ୍କ କୋଚିଂରେ ଗତବର୍ଷ ଜୁନିଅର ଦଳ ଘରୋଇ ମାଟିରେ ବିଶ୍ୱ କପ୍ ଚାମ୍ପିୟନ୍ ମଧ୍ୟ ହୋଇଥିଲା। ଏଥିସହ ୨୦୦୪ ଓ ୨୦୧୫ରେ ଏସିଆ କପ୍ ଓ ୨୦୧୫ରେ ସୁଲତାନ ଅଫ୍ ଜୋହର କପ୍ ଦଳ ଜିତିଥିଲା। ହରେନ୍ଦ୍ର ଅଳ୍ପ କିଛି ବର୍ଷ ଧରି ଭାରତୀୟ ସିନିଅର ଦଳରେ ମଧ୍ୟ କୋଚ୍ ରହିଥିଲେ। ତାଙ୍କ କୋଚିଂରେ ୨୦୦୯ରେ ଦଳ ଆଜଲାନ୍ ଶାହ କପ୍ ବିଜୟୀ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।