ଭାରତୀୟ ହକି କୋଚ୍‌ ପାଇଁ ମୁଁ ଯୋଗ୍ୟ ପ୍ରାର୍ଥୀ: ହରେନ୍ଦ୍ର ସିଂହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଦଳର କୋଚ୍ ପଦ ପାଇଁ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ହରେନ୍ଦ୍ର ସିଂହ। ଅଲ୍‌ଟମାନ୍ସଙ୍କୁ ବହିଷ୍କାର କରିବା ପରେ କୋଚ୍ ପଦ ଖାଲି ରହିଛି। ହରେନ୍ଦ୍ର ସିଂହ କହିଛନ୍ତି ଯେ ଅଲ୍‌ଟମାନ୍ସ ବହିଷ୍କାର ହେବାପରେ ଟିମ୍‌ରେ ତାଙ୍କ ସ୍ଥାନ ନେବାକୁ ସେ ନିଜେ ସବୁଠୁ ଯୋଗ୍ୟ ପ୍ରାର୍ଥୀ। ତେଣୁ ଭାରତୀୟ ହକି ଦଳର କୋଚ୍ ପଦ ପାଇଁ ସେ ଦୃଢ ଦାବିଦାର। ହରେନ୍ଦ୍ର ସିଂହ ଭାରତୀୟ ଜୁନିଅର ଦଳର ପୂର୍ବତନ […]

Rakesh Mallick
  • Published: Wednesday, 06 September 2017
  • Updated: 06 September 2017, 06:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଦଳର କୋଚ୍ ପଦ ପାଇଁ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ହରେନ୍ଦ୍ର ସିଂହ। ଅଲ୍‌ଟମାନ୍ସଙ୍କୁ ବହିଷ୍କାର କରିବା ପରେ କୋଚ୍ ପଦ ଖାଲି ରହିଛି। ହରେନ୍ଦ୍ର ସିଂହ କହିଛନ୍ତି ଯେ ଅଲ୍‌ଟମାନ୍ସ ବହିଷ୍କାର ହେବାପରେ ଟିମ୍‌ରେ ତାଙ୍କ ସ୍ଥାନ ନେବାକୁ ସେ ନିଜେ ସବୁଠୁ ଯୋଗ୍ୟ ପ୍ରାର୍ଥୀ। ତେଣୁ ଭାରତୀୟ ହକି ଦଳର କୋଚ୍ ପଦ ପାଇଁ ସେ ଦୃଢ ଦାବିଦାର।

ହରେନ୍ଦ୍ର ସିଂହ ଭାରତୀୟ ଜୁନିଅର ଦଳର ପୂର୍ବତନ କୋଚ୍ ଥିଲେ। ତାଙ୍କ କୋଚିଂରେ ଗତବର୍ଷ ଜୁନିଅର ଦଳ ଘରୋଇ ମାଟିରେ ବିଶ୍ୱ କପ୍ ଚାମ୍ପିୟନ୍‌ ମଧ୍ୟ ହୋଇଥିଲା। ଏଥିସହ ୨୦୦୪ ଓ ୨୦୧୫ରେ ଏସିଆ କପ୍ ଓ ୨୦୧୫ରେ ସୁଲତାନ ଅଫ୍ ଜୋହର କପ୍ ଦଳ ଜିତିଥିଲା। ହରେନ୍ଦ୍ର ଅଳ୍ପ କିଛି ବର୍ଷ ଧରି ଭାରତୀୟ ସିନିଅର ଦଳରେ ମଧ୍ୟ କୋଚ୍ ରହିଥିଲେ। ତାଙ୍କ କୋଚିଂରେ ୨୦୦୯ରେ ଦଳ ଆଜଲାନ୍ ଶାହ କପ୍ ବିଜୟୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story