ସାମ୍ବାଦିକାଙ୍କୁ ଆପତ୍ତିଜନକ ନିବେଦନ: ଗେଲ୍ ଅର୍ଥଦଣ୍ଡରେ ଦଣ୍ଡିତ

ଜୋହାନ୍ସବର୍ଗ: ଅଷ୍ଟ୍ରେଲିଆର ଏକ ଘରୋଇ ଟି-ଟ୍ୱେଣ୍ଟି ମ୍ୟାଚ୍ ପରେ ଜଣେ ସାମ୍ବାଦିକା ତଥା ଟିଭି ଉପସ୍ଥାପିକାଙ୍କୁ ଆପତ୍ତିଜନକ ନିବେଦନ କରିବା ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ ମହଙ୍ଗା ପଡିଛି। ଏନେଇ ଆଜି ସେ ସମ୍ପୃକ୍ତ ସାମ୍ବାଦିକାଙ୍କୁ କ୍ଷମା ମାଗିଛନ୍ତି। ଏହସହ ତାଙ୍କୁ ୭,୦୦୦ ଆମେରିକୀୟ ଡଲାର ଅର୍ଥଦଣ୍ଡାଦେଶ ଦିଆଯାଇଛି। ସୋମବାର ଗେଲ୍ ୧୫ବଲରୁ ୪୧ ରନ କରିବା ପରେ ସାମ୍ବାଦିକା ଜଣକ ତାଙ୍କ ପାଳି ବିଷୟରେ ପଚାରିଥିଲେ। ଜବାବରେ ଗେଲ୍ ସାମ୍ବାଦିକା ଜଣଙ୍କୁ ତାଙ୍କ ସହିତ ମଦ୍ୟପାନ […]

Gayle-GI

Gayle-GI

Rakesh Mallick
  • Published: Tuesday, 05 January 2016
  • Updated: 06 January 2016, 03:14 AM IST

Sports

Latest News

ଜୋହାନ୍ସବର୍ଗ: ଅଷ୍ଟ୍ରେଲିଆର ଏକ ଘରୋଇ ଟି-ଟ୍ୱେଣ୍ଟି ମ୍ୟାଚ୍ ପରେ ଜଣେ ସାମ୍ବାଦିକା ତଥା ଟିଭି ଉପସ୍ଥାପିକାଙ୍କୁ ଆପତ୍ତିଜନକ ନିବେଦନ କରିବା ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ ମହଙ୍ଗା ପଡିଛି। ଏନେଇ ଆଜି ସେ ସମ୍ପୃକ୍ତ ସାମ୍ବାଦିକାଙ୍କୁ କ୍ଷମା ମାଗିଛନ୍ତି। ଏହସହ ତାଙ୍କୁ ୭,୦୦୦ ଆମେରିକୀୟ ଡଲାର ଅର୍ଥଦଣ୍ଡାଦେଶ ଦିଆଯାଇଛି। ସୋମବାର ଗେଲ୍ ୧୫ବଲରୁ ୪୧ ରନ କରିବା ପରେ ସାମ୍ବାଦିକା ଜଣକ ତାଙ୍କ ପାଳି ବିଷୟରେ ପଚାରିଥିଲେ। ଜବାବରେ ଗେଲ୍ ସାମ୍ବାଦିକା ଜଣଙ୍କୁ ତାଙ୍କ ସହିତ ମଦ୍ୟପାନ କରିବାକୁ  ପ୍ରସ୍ତାବ ଦେବା ସହ ଖୋଲା ଖୋଲି ଭାବେ ପ୍ରେମ ନିବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos