ମ୍ୟାଲେସିୟା ମାଷ୍ଟର୍ସରେ ଭାରତର ଅଭିଯାନ ଶେଷ

କୁଆଲା ଲୁମ୍ପୁର: ଷ୍ଟାର୍ ଶଟଲର୍ ସାଇନା ନେହ୍ୱାଲ ଓ ପିଭି ସିନ୍ଧୁଙ୍କ ପରାଜୟ ସହ ଚଳିତ ମ୍ୟାଲେସିୟା ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଶୁକ୍ରବାର ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ସିନ୍ଧୁ ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗଙ୍କଠାରୁ ୧୬-୨୧, ୧୬-୨୧ ଗେମରେ ପରାସ୍ତ ହୋଇଛନ୍ତି। ସେହିପରି ସାଇନା ଅଲିମ୍ପିକ୍ ଚାମ୍ପିୟନ୍ କାରୋଲିନା ମାରିନଙ୍କ ନିକଟରୁ ୮-୨୧, ୭-୨୧ ଗେମରେ ହାରିଯାଇଛନ୍ତି। ସିନ୍ଧୁ ଗତବର୍ଷ ଅକ୍ଟୋବରରେ ଫ୍ରେଞ୍ଚ୍ ଓପନ୍ କ୍ୱାର୍ଟରଫାଇନାଲରେ ମଧ୍ୟ ଜୁ ୟିଙ୍ଗଠାରୁ […]

saina-and-sindhu

saina-and-sindhu

Ranjit Kumar Jena
  • Published: Friday, 10 January 2020
  • Updated: 10 January 2020, 06:53 PM IST

Sports

Latest News

କୁଆଲା ଲୁମ୍ପୁର: ଷ୍ଟାର୍ ଶଟଲର୍ ସାଇନା ନେହ୍ୱାଲ ଓ ପିଭି ସିନ୍ଧୁଙ୍କ ପରାଜୟ ସହ ଚଳିତ ମ୍ୟାଲେସିୟା ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଶୁକ୍ରବାର ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ସିନ୍ଧୁ ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗଙ୍କଠାରୁ ୧୬-୨୧, ୧୬-୨୧ ଗେମରେ ପରାସ୍ତ ହୋଇଛନ୍ତି।

ସେହିପରି ସାଇନା ଅଲିମ୍ପିକ୍ ଚାମ୍ପିୟନ୍ କାରୋଲିନା ମାରିନଙ୍କ ନିକଟରୁ ୮-୨୧, ୭-୨୧ ଗେମରେ ହାରିଯାଇଛନ୍ତି। ସିନ୍ଧୁ ଗତବର୍ଷ ଅକ୍ଟୋବରରେ ଫ୍ରେଞ୍ଚ୍ ଓପନ୍ କ୍ୱାର୍ଟରଫାଇନାଲରେ ମଧ୍ୟ ଜୁ ୟିଙ୍ଗଠାରୁ ପରାସ୍ତ ହୋଇଥିଲେ। ୟିଙ୍ଗଙ୍କ ବିପକ୍ଷରେ ସିନ୍ଧୁ ଖେଳିଥିବା ୧୭ଟି ମ୍ୟାଚରୁ ୧୨ଟିରେ ପରାସ୍ତ ହୋଇଛନ୍ତି।

ଅନ୍ୟପକ୍ଷରେ ମାରିନଙ୍କ ଜବରଦସ୍ତ ଖେଳ ଆଗରେ ସାଇନା ଆତ୍ମସମର୍ପଣ କରିଥିଲେ। ମାରିନଙ୍କ କୌଣସି ଶଟର ଜବାବ ସାଇନାଙ୍କ ପାଖରେ ନଥିଲେ। ସାଇନା ମ୍ୟାଚର କୌଣସି ସମୟରେ ବି ମାରିନଙ୍କୁ ମୁକାବିଲା କରିପାରିନଥିଲେ। ଏହି ମ୍ୟାଚ୍ ପୂର୍ବରୁ ଉଭୟ ମାରିନ୍ ଓ ସାଇନାଙ୍କ ମଧ୍ୟରେ ରେକର୍ଡ ୬-୬ରେ ବରାବର ଥିଲା। କିନ୍ତୁ ଆଜିର ବିଜୟ ସହ ମାରିନ୍ ଆଗୁଆ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story