ବିଶ୍ୱକପ୍‌ ଟି-୨୦ ପରେ ସନ୍ୟାସ ନେଇପାରନ୍ତି ମାଲିଙ୍ଗା

ମୀରପୁର: ଶ୍ରୀଲଙ୍କାର ଫାଷ୍ଟ ‍ବୋଲର ତଥା ଟି-୨୦ ଅଧିନାୟକ ଲାସିଥ୍ ମାଲିଙ୍ଗା ଆଇସିସି ବିଶ୍ୱକପ୍‌ ଟି-୨୦ ପରେ ସନ୍ୟାସ ନେଇପାରନ୍ତି। ଏନେଇ ଆଜି ସେ ସୂଚନା ଦେଇ କହିଛନ୍ତି ଯେ, ଆଣ୍ଠୁରେ ଗଭୀର କ୍ଷତ କାରଣରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବେ। ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଅବସର ନେବା ନେଇ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି। ୨୦୧୪ରେ ମହେଲା ଜୟବର୍ଦ୍ଧେନେ ଓ କୁମାର ସାଙ୍ଗାକାରାଙ୍କ ପରି ସେ ମାର୍ଚ୍ଚ-ଏପ୍ରିଲରେ ହେବାକୁ ଥିବା […]

Lasith-Malinga

Lasith-Malinga

Rakesh Mallick
  • Published: Friday, 26 February 2016
  • Updated: 26 February 2016, 12:09 PM IST

Sports

Latest News

ମୀରପୁର: ଶ୍ରୀଲଙ୍କାର ଫାଷ୍ଟ ‍ବୋଲର ତଥା ଟି-୨୦ ଅଧିନାୟକ ଲାସିଥ୍ ମାଲିଙ୍ଗା ଆଇସିସି ବିଶ୍ୱକପ୍‌ ଟି-୨୦ ପରେ ସନ୍ୟାସ ନେଇପାରନ୍ତି। ଏନେଇ ଆଜି ସେ ସୂଚନା ଦେଇ କହିଛନ୍ତି ଯେ, ଆଣ୍ଠୁରେ ଗଭୀର କ୍ଷତ କାରଣରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବେ।

ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଅବସର ନେବା ନେଇ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି। ୨୦୧୪ରେ ମହେଲା ଜୟବର୍ଦ୍ଧେନେ ଓ କୁମାର ସାଙ୍ଗାକାରାଙ୍କ ପରି ସେ ମାର୍ଚ୍ଚ-ଏପ୍ରିଲରେ ହେବାକୁ ଥିବା ଏହି ସିରିଜପରେ ଅବସର ନେଇପାରନ୍ତି ବୋଲି କହିଛନ୍ତି।

୩୩ବର୍ଷୀୟ ମାଲିଙ୍ଗା ଆହତ କାରଣରୁ ୩ ମାସ କ୍ରିକେଟରୁ ଦୂରରେ ରହିବା ପରେ ଏସିଆକପ୍‌ ଖେଳୁଛନ୍ତି। ଶ୍ରୀଲଙ୍କା ପାଇଁ ଦୀର୍ଘ ୧୨ ବର୍ଷ ହେବ ଖେଳିଆସୁଥିବା ମାଲିଙ୍ଗା କହିଛନ୍ତି,“ ମୋ ଆଣ୍ଠୁରେ ଯେଉଁ ଆଘାତ ଲାଗିଛି, ସେଥିପାଇଁ ଦେଢବର୍ଷରୁରୁ ୧ବର୍ଷ ଲଗାତାର ବିଶ୍ରାମ ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story