ଫିଫା U-17: ୩୦୦୦ ଟିକେଟ୍‌ ବାଣ୍ଟିବ ଦିଲ୍ଲୀ ନଗର ନିଗମ

ନୂଆଦିଲ୍ଲୀ: ଫିଫା U-17 ଫୁଟବଲ ବିଶ୍ଵକପ୍ ମ୍ୟାଚ ଦେଖିବାକୁ ୩ ହଜାର ଟିକଟ ମାଗଣା ବାଣ୍ଟିବ ଦିଲ୍ଲୀ ନଗର ନିଗମ। ଏହି ଘୋଷଣା କରିଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ। ଏହି ଟିକଟ ସମସ୍ତ କାଉନ୍‌ସିଲରମାନଙ୍କୁ ଦିଆଯିବ। ସେମାନେ ନିଜ ଅଞ୍ଚଳରେ ଏହି ଟିକଟ ଗୁଡ଼ିକୁ ମାଗଣାରେ ବାଣ୍ଟିବେ। ଦିଲ୍ଲୀରେ ୩ଟି ନଗରନିଗମ ରହିଛି। ତେଣୁ ପ୍ରତି ନିଗରନିଗମକୁ ହଜାରେ ଲେଖାଏଁ ଟିକଟ ବଣ୍ଟାଯିବ। ଫୁଟବଲ ଖେଳକୁ ସାରା ଦେଶରେ ଲୋକପ୍ରିୟ କରିବା ପାଇଁ ସରକାର […]

manoj

manoj

Rakesh Mallick
  • Published: Monday, 02 October 2017
  • Updated: 02 October 2017, 06:44 PM IST

ନୂଆଦିଲ୍ଲୀ: ଫିଫା U-17 ଫୁଟବଲ ବିଶ୍ଵକପ୍ ମ୍ୟାଚ ଦେଖିବାକୁ ୩ ହଜାର ଟିକଟ ମାଗଣା ବାଣ୍ଟିବ ଦିଲ୍ଲୀ ନଗର ନିଗମ। ଏହି ଘୋଷଣା କରିଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ। ଏହି ଟିକଟ ସମସ୍ତ କାଉନ୍‌ସିଲରମାନଙ୍କୁ ଦିଆଯିବ। ସେମାନେ ନିଜ ଅଞ୍ଚଳରେ ଏହି ଟିକଟ ଗୁଡ଼ିକୁ ମାଗଣାରେ ବାଣ୍ଟିବେ।

ଦିଲ୍ଲୀରେ ୩ଟି ନଗରନିଗମ ରହିଛି। ତେଣୁ ପ୍ରତି ନିଗରନିଗମକୁ ହଜାରେ ଲେଖାଏଁ ଟିକଟ ବଣ୍ଟାଯିବ। ଫୁଟବଲ ଖେଳକୁ ସାରା ଦେଶରେ ଲୋକପ୍ରିୟ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ମନୋଜ ତିୱାରୀ ପ୍ରଧାନମନ୍ତ୍ରୀଙ୍କ ଅନୁମତି ଲୋଡ଼ିଥିଲେ। ପ୍ରଧାନମନ୍ତ୍ରୀ ଅନୁମତି ଦେବା ପରେ ବିଜେପି ଏହି ଟିକେଟ ବାଣ୍ଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story