ବିବିଏଲରେ ନୂଆ କୀର୍ତ୍ତିମାନ କଲେ ଷ୍ଟୋଇନିସ୍‌

ମେଲବର୍ଣ୍ଣ: ଚଳିତ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)ର ରବିବାର ଖେଳାଯାଇଥିବା ସିଡନୀ ସିକ୍ସର୍ସ ବିପକ୍ଷ ମ୍ୟାଚରେ ମେଲବର୍ଣ୍ଣ ଷ୍ଟାର୍ସ ଦଳର ମାର୍କସ୍ ଷ୍ଟୋଇନିସ୍ ନୂଆ ରେକର୍ଡ କରିଛନ୍ତି। ସେ ଏହି ମ୍ୟାଚରେ ମାତ୍ର ୭୯ ବଲରେ ୧୪୭ ରନର ଇନିଂସ୍ ଖେଳିଛନ୍ତି, ଯାହା ବିବିଏଲ୍ ଇତିହାସରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ତାଙ୍କର ଏହି ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ମେଲବର୍ଣ୍ଣ ଷ୍ଟାର୍ସ ସିଡନୀ ସିକ୍ସର୍ସ ବିପକ୍ଷରେ ୪୪ ରନର ବିଜୟ ଲାଭ କରିଥିଲା। ଷ୍ଟୋଇନିସ୍ ନିଜର ଏହି ବିସ୍ଫୋରକ […]

marcus

marcus

Ranjit Kumar Jena
  • Published: Sunday, 12 January 2020
  • Updated: 12 January 2020, 07:50 PM IST

Sports

Latest News

ମେଲବର୍ଣ୍ଣ: ଚଳିତ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)ର ରବିବାର ଖେଳାଯାଇଥିବା ସିଡନୀ ସିକ୍ସର୍ସ ବିପକ୍ଷ ମ୍ୟାଚରେ ମେଲବର୍ଣ୍ଣ ଷ୍ଟାର୍ସ ଦଳର ମାର୍କସ୍ ଷ୍ଟୋଇନିସ୍ ନୂଆ ରେକର୍ଡ କରିଛନ୍ତି। ସେ ଏହି ମ୍ୟାଚରେ ମାତ୍ର ୭୯ ବଲରେ ୧୪୭ ରନର ଇନିଂସ୍ ଖେଳିଛନ୍ତି, ଯାହା ବିବିଏଲ୍ ଇତିହାସରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ତାଙ୍କର ଏହି ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ମେଲବର୍ଣ୍ଣ ଷ୍ଟାର୍ସ ସିଡନୀ ସିକ୍ସର୍ସ ବିପକ୍ଷରେ ୪୪ ରନର ବିଜୟ ଲାଭ କରିଥିଲା। ଷ୍ଟୋଇନିସ୍ ନିଜର ଏହି ବିସ୍ଫୋରକ ଇନିଂସରେ ୧୩ ଚୌକା ଓ ୮ ଛକା ମାରିଛନ୍ତି।

ଷ୍ଟୋଇନିସଙ୍କ ପୂର୍ବରୁ ବିବିଏଲରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋରର ରେକର୍ଡ ଡାର୍ସି ଶର୍ଟଙ୍କ ନାଁରେ ଥିଲା, ଯିଏ ୬୯ ବଲରେ ୧୨୨ ରନର ଇନିଂସ୍ ଖେଳିଥିଲେ। ୩୦ ବର୍ଷୀୟ ଷ୍ଟୋଇନିସ୍ ନିଜ ଓପନିଂ ପାର୍ଟନର୍ ହିଲଟନ୍ କାର୍ଟରାଇଟଙ୍କ ସହ ଆଉ ଏକ ବଡ଼ କୀର୍ତ୍ତିମାନ ମଧ୍ୟ କରିଛନ୍ତି। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୨୦୭ ରନର ରେକର୍ଡ ପାର୍ଟନରଶିପ୍ କରିଛନ୍ତି, ଯାହା ଟୁର୍ଣ୍ଣାମେଣ୍ଟର ସର୍ବୋଚ୍ଚ ଭାଗୀଦାରୀ। କାର୍ଟରାଇଟ୍ ୫୯ ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ଷ୍ଟୋଇନିସ୍ ଅପରାଜିତ ରହି ଦଳକୁ ନିର୍ଦ୍ଧାରିତ ୨୦ ଓଭରରେ ୨୦୯ ରନରେ ପହଞ୍ଚାଇଥିଲେ।

ଜବାବରେ ସିଡନୀ ସିକ୍ସର୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ସୂଚନାଯୋଗ୍ୟ, ଆଇପିଏଲ୍ ଫ୍ରାଞ୍ଚାଇଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୨୦ ସିଜନର ନିଲାମ ପୂର୍ବରୁ ଷ୍ଟୋଇନିସଙ୍କୁ ରିଲିଜ୍ କରିଦେଇଥିଲା ଏବଂ ପରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିଣିଥିଲା। ଆଗାମୀ ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ଷ୍ଟୋଇନିସଙ୍କୁ ଅଷ୍ଟ୍ରେଲିଆ ଦଳରେ ସାମିଲ୍ କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story