ୱାର୍ଲ୍ଡ ଚାମ୍ପିୟନଶିପ୍ କ୍ୱାର୍ଟରରେ ମ୍ୟାରୀକମ୍‌

ଉଲାନ୍‌-ଉଦେ (ରୁଷ୍‌): ୬ଥରର ଚାମ୍ପିୟନ୍ ଏମସି ମ୍ୟାରୀକମ୍ (୫୧ କେଜି) ଚଳିତ ମହିଳା ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ସବୁଠାରୁ ଅଭିଜ୍ଞ ବକ୍ସର ମ୍ୟାରୀକମ୍ ଅନ୍ତିମ-୧୬ ମୁକାବିଲାରେ ଥାଲଇ୍ୟାଣ୍ଡର ଜୁତାମାସ ଜିତପଙ୍ଗଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ଥାଇଲ୍ୟାଣ୍ଡ୍ ବକ୍ସର ଆକ୍ରମଣାତ୍ମକ ପଞ୍ଚ୍ ଦ୍ୱାରା ୩୬ ବର୍ଷୀୟ ମ୍ୟାରୀକମଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ, ପଏଣ୍ଟ ହାସଲ କରିପାରିନଥିଲେ। ତୃତୀୟ ସିଡ୍ ମ୍ୟାରୀକମଙ୍କୁ ପ୍ରଥମ ରାଉଣ୍ଡରେ ବାଏ ମିଳିଥିଲା। ସେ ପ୍ରଥମ ତିନି ମିନିଟ୍ […]

mary-kom

mary-kom

Ranjit Kumar Jena
  • Published: Tuesday, 08 October 2019
  • Updated: 08 October 2019, 04:53 PM IST

Sports

Latest News

ଉଲାନ୍‌-ଉଦେ (ରୁଷ୍‌): ୬ଥରର ଚାମ୍ପିୟନ୍ ଏମସି ମ୍ୟାରୀକମ୍ (୫୧ କେଜି) ଚଳିତ ମହିଳା ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ସବୁଠାରୁ ଅଭିଜ୍ଞ ବକ୍ସର ମ୍ୟାରୀକମ୍ ଅନ୍ତିମ-୧୬ ମୁକାବିଲାରେ ଥାଲଇ୍ୟାଣ୍ଡର ଜୁତାମାସ ଜିତପଙ୍ଗଙ୍କୁ ୫-୦ରେ ପରାସ୍ତ କରିଛନ୍ତି।

ଥାଇଲ୍ୟାଣ୍ଡ୍ ବକ୍ସର ଆକ୍ରମଣାତ୍ମକ ପଞ୍ଚ୍ ଦ୍ୱାରା ୩୬ ବର୍ଷୀୟ ମ୍ୟାରୀକମଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ, ପଏଣ୍ଟ ହାସଲ କରିପାରିନଥିଲେ। ତୃତୀୟ ସିଡ୍ ମ୍ୟାରୀକମଙ୍କୁ ପ୍ରଥମ ରାଉଣ୍ଡରେ ବାଏ ମିଳିଥିଲା। ସେ ପ୍ରଥମ ତିନି ମିନିଟ୍ କେବଳ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରଖିଥିଲେ ଏବଂ ପରେ ମୁକାବିଲାରେ ନିୟନ୍ତ୍ରଣ ହାସଲ କରିଥିଲେ। ମ୍ୟାରୀକମ୍ ୫୧କେଜି ବର୍ଗରେ ନିଜର ପ୍ରଥମ ବିଶ୍ୱ ପଦକ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story