ନ୍ୟାସନାଲ୍‌ ମାଷ୍ଟର ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ଭାଗନେବେ ଓଡ଼ିଶାରୁ ୪୭ ଆଥଲେଟ୍‌

ରାଉରକେଲା: ଆହ୍ଲାବାଦରେ ହେବାକୁ ଥିବା ୩୮ତମ ନ୍ୟାସନାଲ ମାଷ୍ଟର ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ ଓଡିଶାରୁ ୪୭ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି। ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିଅନସିପରେ ଭାଗ ନେବା ପାଇଁ ଆଜି ରାଉରକେଲା ରେଳ ଷ୍ଟେସନରୁ ପ୍ରତିଯୋଗୀମାନେ ଜାମୁତାଇ ଏକ୍ସପ୍ରେସରେ ଆହ୍ଲାବାଦ ଗସ୍ତ କରିଛନ୍ତି। ପ୍ରତିଯୋଗୀଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି। ଆହ୍ଲାବାଦ ମଦନ ମୋହନ ମାଲବ୍ୟ ଷ୍ଚାଡିୟମରେ ଚାମ୍ପିୟନସିପ୍‌ ହେବ । ଏହି ଦଳରେ ୭ଜଣ ଇଣ୍ଟର ଏସିଆନ୍‌ ଆଥଲେଟ୍‌ ଥିବାବେଳେ […]

master

master

Rakesh Mallick
  • Published: Wednesday, 22 March 2017
  • Updated: 23 March 2017, 08:32 AM IST

Sports

Latest News

ରାଉରକେଲା: ଆହ୍ଲାବାଦରେ ହେବାକୁ ଥିବା ୩୮ତମ ନ୍ୟାସନାଲ ମାଷ୍ଟର ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ ଓଡିଶାରୁ ୪୭ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି। ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିଅନସିପରେ ଭାଗ ନେବା ପାଇଁ ଆଜି ରାଉରକେଲା ରେଳ ଷ୍ଟେସନରୁ ପ୍ରତିଯୋଗୀମାନେ ଜାମୁତାଇ ଏକ୍ସପ୍ରେସରେ ଆହ୍ଲାବାଦ ଗସ୍ତ କରିଛନ୍ତି।

ପ୍ରତିଯୋଗୀଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି। ଆହ୍ଲାବାଦ ମଦନ ମୋହନ ମାଲବ୍ୟ ଷ୍ଚାଡିୟମରେ ଚାମ୍ପିୟନସିପ୍‌ ହେବ । ଏହି ଦଳରେ ୭ଜଣ ଇଣ୍ଟର ଏସିଆନ୍‌ ଆଥଲେଟ୍‌ ଥିବାବେଳେ ରାଉରକେଲାରୁ ୨ଜଣ ୭୫ ବର୍ଷିୟ ଆଥଲେଟ୍‌ ଭାଗ ନେଇଛନ୍ତି । ୯ଟି ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଟିତ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story