ବର୍ଷା ଯୋଗୁଁ ଶେଷ ଟି-ଟ୍ୱେଣ୍ଟି ବାତିଲ୍‌: ସିରିଜ ୧-୧ରେ ବରାବର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହାଇଦ୍ରାବଦରେ ଖେଳାଯିବାକୁ ଥିବା ଅନ୍ତିମ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ ବାତିଲ। ବର୍ଷା ଫଳରେ ପଡିଆ ଅନୁପଯୁକ୍ତ ଯୋଗୁଁ ମ୍ୟାଚ୍‌କୁ ବାତିଲ କରାଯାଇଛି। ଏହାସହ ୩ଟିକିଆ ସିରିଜ ୧-୧ରେ ବରାବର ରହି ସମାପ୍ତ ହୋଇଛି। ଚଳିତ ସିରିଜରେ ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ବିଜୟୀ ହୋଇଥିବା ବେଳେ ଗୌହାଟି ଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟିକୁ ଅଷ୍ଟ୍ରେଲିଆ ଜିତିନେଇଥିଲା। ପୂର୍ବରୁ ଦିନିକିଆ ସିରିଜକୁ ଭାରତ ୪-୧ରେ କବ୍‌ଜା […]

555_1507905151_618x347

555_1507905151_618x347

Rakesh Mallick
  • Published: Friday, 13 October 2017
  • Updated: 13 October 2017, 09:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହାଇଦ୍ରାବଦରେ ଖେଳାଯିବାକୁ ଥିବା ଅନ୍ତିମ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ ବାତିଲ। ବର୍ଷା ଫଳରେ ପଡିଆ ଅନୁପଯୁକ୍ତ ଯୋଗୁଁ ମ୍ୟାଚ୍‌କୁ ବାତିଲ କରାଯାଇଛି। ଏହାସହ ୩ଟିକିଆ ସିରିଜ ୧-୧ରେ ବରାବର ରହି ସମାପ୍ତ ହୋଇଛି। ଚଳିତ ସିରିଜରେ ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ବିଜୟୀ ହୋଇଥିବା ବେଳେ ଗୌହାଟି ଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟିକୁ ଅଷ୍ଟ୍ରେଲିଆ ଜିତିନେଇଥିଲା। ପୂର୍ବରୁ ଦିନିକିଆ ସିରିଜକୁ ଭାରତ ୪-୧ରେ କବ୍‌ଜା କରିଥିଲା। ହାଇଦ୍ରାବଦର ରାଜୀବ ଗାନ୍ଧି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ମ୍ୟାଚ୍‌ ପୂର୍ବରୁ ସେଠାରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସାରା ପଡିଆ ଜଳମଗ୍ନ ହୋଇଯାଇଥିଲା। ବର୍ଷା ଛାଡିବା ପରେ କିନ୍ତୁ ପଡିଆ ମ୍ୟାଚ୍‌ ଉପଯୋଗୀ ହୋଇନଥିବାରୁ ମ୍ୟାଚକୁ ବାଧ୍ୟ ହୋଇ ବାତିଲ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story