ହକି ୱାର୍ଲ୍ଡ ଲିଗ୍‌: ଦର୍ଶକଙ୍କ ପାଇଁ ଭୋଟର ଆଇଡି ବା ଆଧାର କାର୍ଡ଼ ଜରୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ଓ୍ବାଲର୍ଡ ଲିଗ୍‌ ପାଇଁ ଟ୍ରାଫିକ୍ ଆାଡଭାଇଜରୀ ଜାରି ହୋଇଛି। ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ହକି ୱାର୍ଲ୍ଡ ଲିଗ୍‌ ଫାଇନାଲ ପ୍ରତିଯୋଗିତା ଆରମ୍ଭ ହେବ। ଏହା ଡିସେମ୍ବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଯାଇଛି। ହକି ଓ୍ବାଲର୍ଡ ଲିଗ୍‌ ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ବିନା ଟିକେଟ ବା  ପାସରେ ଷ୍ଟାଡିୟମ ଭିତରକୁ ପ୍ରବେଶ ନିଷେଧ କରାଯାଇଛି। ଟିକେଟ୍ ସହ […]

vlcsnap-7225-10-31-11h59m26s501

vlcsnap-7225-10-31-11h59m26s501

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 10:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ଓ୍ବାଲର୍ଡ ଲିଗ୍‌ ପାଇଁ ଟ୍ରାଫିକ୍ ଆାଡଭାଇଜରୀ ଜାରି ହୋଇଛି। ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ହକି ୱାର୍ଲ୍ଡ ଲିଗ୍‌ ଫାଇନାଲ ପ୍ରତିଯୋଗିତା ଆରମ୍ଭ ହେବ। ଏହା ଡିସେମ୍ବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଯାଇଛି। ହକି ଓ୍ବାଲର୍ଡ ଲିଗ୍‌ ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ବିନା ଟିକେଟ ବା  ପାସରେ ଷ୍ଟାଡିୟମ ଭିତରକୁ ପ୍ରବେଶ ନିଷେଧ କରାଯାଇଛି। ଟିକେଟ୍ ସହ ଭୋଟର ଆଇଡି, ଆଧାର କାର୍ଡ଼ ଓ ଫଟୋ ଜରୁରୀ ବୋଲି କୁହାଯାଇଛି। ଏହାସହ ଦିଆସିଲି, ପାଣି ବୋତଲ ଓ ଧାରୁଆ ଅସ୍ତ୍ର ଷ୍ଟାଡିୟମକୁ ଆଣିବାକୁ ମନାକରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story