କ୍ରିକେଟ୍‌ପ୍ରମୀଙ୍କ ପାଇଁ ଖୁସି ଖବର : ବର୍ଷା ଯୋଗୁଁ ଅଟକିଥିବା ମ୍ୟାଚ୍‌ ପୁଣି ହେଲା ଆରମ୍ଭ

ମୁମ୍ବାଇ:କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସି ଖବର। ବର୍ଷା ଯୋଗୁଁ ଅଧାରୁ ବନ୍ଦ ହେଇଥିବା ମ୍ୟାଚ୍‌ ପୁଣି ଆରମ୍ଭ ହୋଇଛି। ବର୍ଷା ପାଇଁ ପାଖାପାଖି ଅଧଘଣ୍ଟା ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା। ସବୁଠୁ ବଡ କଥା ହେଲା ଏତେ ସମୟ ଧରି ମ୍ୟାଚ୍‌ ବନ୍ଦ ରହିବା ପରେ ମଧ୍ୟ ମ୍ୟାଚରେ କୌଣସି ଓଭର୍‌ କଟା ଯାଇ ନାହିଁ। ବର୍ଷା ଫଳରେ ଦର୍ଶକଙ୍କ ମନରେ ଏକ ଆଶଙ୍କା ଦେଖାଦେଇଥିଲା ଯାହା ଏବେ ଦୂର ହୋଇଯାଇଛି। ଲମ୍ବା ବ୍ୟାଟିଂ ଲାଇନ୍‌ ଥିବା ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ବେଶ ଭଳ ଆରମ୍ଭ କରିଛନ୍ତି।