ଚାଲିଛି ଧୋନୀ-ବିରାଟ ଲଢ଼େଇ: ମ୍ୟାଚ୍‌ ହାରିଲେ ବାଙ୍ଗାଲୋର ପାଇଁ ବଢ଼ିବ ମୁସ୍କିଲ

ଭୁବନେଶ୍ୱର: ଆଇପିଏଲରେ ଆଜି ୨ଟି ମ୍ୟାଚ୍‌ ଖେଳାଯାଉଛି। ପ୍ରଥମ ମ୍ୟାଚ୍‌ ପୁଣେଠାରେ ସିଏସ୍‌କେ ଓ ଆର୍‌ସିବି ମଧ୍ୟରେ ଖେଳା ଯାଉଥିବା ବେଳେ, ଦ୍ୱିତୀୟ ମ୍ୟାଚ୍‌ଟି ରାତି ୮ଟାରେ ହାଇଦ୍ରାବାଦଠାରେ ଦିଲ୍ଲୀ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଚଳିତ ଆଇପିଏଲର ୩୫ତମ ମ୍ୟାଚ୍‌ ବର୍ତ୍ତମାନ ପୁଣେଠାରେ ଖେଳାଯାଉଛି। ଏଥିରେ ଆର୍‌ସିବି ପ୍ରଥମେ ବ୍ୟାଟିଂ କରୁଛି। ଟସ୍‌ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଆରସିବି ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବିପର୍ଯ୍ୟୟର […]

NBT-image

Rakesh Mallick
  • Published: Saturday, 05 May 2018
  • , Updated: 05 May 2018, 04:46 PM IST

ଭୁବନେଶ୍ୱର: ଆଇପିଏଲରେ ଆଜି ୨ଟି ମ୍ୟାଚ୍‌ ଖେଳାଯାଉଛି। ପ୍ରଥମ ମ୍ୟାଚ୍‌ ପୁଣେଠାରେ ସିଏସ୍‌କେ ଓ ଆର୍‌ସିବି ମଧ୍ୟରେ ଖେଳା ଯାଉଥିବା ବେଳେ, ଦ୍ୱିତୀୟ ମ୍ୟାଚ୍‌ଟି ରାତି ୮ଟାରେ ହାଇଦ୍ରାବାଦଠାରେ ଦିଲ୍ଲୀ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଚଳିତ ଆଇପିଏଲର ୩୫ତମ ମ୍ୟାଚ୍‌ ବର୍ତ୍ତମାନ ପୁଣେଠାରେ ଖେଳାଯାଉଛି। ଏଥିରେ ଆର୍‌ସିବି ପ୍ରଥମେ ବ୍ୟାଟିଂ କରୁଛି। ଟସ୍‌ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଆରସିବି ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଛି। ଦ୍ୱିତୀୟ ଓଭରରେ ଟିମ୍‌ର ସ୍କୋର୍‌ ୯ ରନ ଥିବାବେଳେ ଓପନର୍‌ ମ୍ୟାକୁଲମ୍‌ଙ୍କ ୱିକେଟ୍‌ ହରାଇଥିଲା ଆର୍‌ସିବି। ମ୍ୟାକୁଲମ୍‌ ମାତ୍ର ୫ ରନ୍‌ କରି ଆଉଟ୍‌ ହୋଇଥିଲେ।

Related story