ଆରମ୍ଭ ହେଉ ହେଉ ପୁଣି ବର୍ଷା ଯୋଗୁଁ ଅଧାରୁ ବନ୍ଦ ରହିଲା ମ୍ୟାଚ୍‌: ଭାରତର ୨ ୱିକେଟ୍‌ରେ ୧୭ ରନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ବର୍ଷା ଛାଡିଯିବା ପରେ ମ୍ୟାଚ୍‌ ଆରମ୍ଭ ହୋଇଛି। ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇଛି। । ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଭାରତର ଦୁଇ ଓପନର ରାହୁଲ ଓ ଧାୱନ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ବେଳେ, ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ ପ୍ରାରମ୍ଭରୁ ଆଉଟ୍‌ ହୋଇଯାଇଛନ୍ତି। ଫଳରେ ଭାରତର ବ୍ୟାଟିଂ ବିପର୍ଯ୍ୟୟର […]

dc-Cover-n8gh1uc7t530ih5elt52mfs421-20171115165328.Medi

dc-Cover-n8gh1uc7t530ih5elt52mfs421-20171115165328.Medi

Rakesh Mallick
  • Published: Thursday, 16 November 2017
  • Updated: 16 November 2017, 02:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ବର୍ଷା ଛାଡିଯିବା ପରେ ମ୍ୟାଚ୍‌ ଆରମ୍ଭ ହୋଇଛି। ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇଛି। । ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଭାରତର ଦୁଇ ଓପନର ରାହୁଲ ଓ ଧାୱନ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ବେଳେ, ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ ପ୍ରାରମ୍ଭରୁ ଆଉଟ୍‌ ହୋଇଯାଇଛନ୍ତି। ଫଳରେ ଭାରତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି। ଏହି ଦୁଇ ଜଣଙ୍କ ପରେ ବ୍ୟାଟିଂ କରିବାକୁ ଅଧିନାୟକ କୋହଲି ଓ ପୂଜାରା ପଡିଆକୁ ଓହ୍ଲାଇଛନ୍ତି। ଶେଷ ଖବର ସୁଦ୍ଧା ଭାରତ ୨ୱିକେଟ୍‌ ହରାଇ ୧୭ ରନ କରିଥିବା ବେଳେ ପୁଣି ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିଲା। ତେଣୁ ମ୍ୟାଚ୍‌ ବର୍ଷା ଯୋଗୁଁ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos