କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର: ଶ୍ରୀଲଙ୍କାର ଫିଲ୍ଡିଂ ନିଷ୍ପତ୍ତି, ୧.୩୦ରେ ମ୍ୟାଚ୍‌ ସମ୍ଭାବନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଡେନ ଗାର୍ଡେନରେ ଖୁବ ଶୀଘ୍ର ଆରମ୍ଭ ହେବ ମ୍ୟାଚ୍‌। ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବାକୁ ଥିବାବେଳେ ବର୍ଷା ବାଧକ ସାଜିଥିଲ। କିନ୍ତୁ ବର୍ତ୍ତମାନ ବର୍ଷା ଛାଡ଼ିଯାଇଥିବାରୁ ମ୍ୟାଚ୍‌ ଆରମ୍ଭ ହେବ ବୋଲି କୁହାଯାଇଛି। ଏଥିପାଇଁ ଟସ୍‌ ମଧ୍ୟ ପଡିଯାଇଛି। ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି। ମ୍ୟାଚ୍‌ ମଧ୍ୟାହ୍ନ ୧.୩୦ରେ ଖେଳାଯିବ। ଅପରାହ୍ନ ୩.୩୦ରେ ଟି-ବ୍ରେକ ହେବାସହ ମ୍ୟାଚ୍‌ ୫.୩୦ ପର୍ଯ୍ୟନ୍ତ […]

Virat Kohli

Virat Kohli

Rakesh Mallick
  • Published: Thursday, 16 November 2017
  • Updated: 16 November 2017, 02:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଡେନ ଗାର୍ଡେନରେ ଖୁବ ଶୀଘ୍ର ଆରମ୍ଭ ହେବ ମ୍ୟାଚ୍‌। ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବାକୁ ଥିବାବେଳେ ବର୍ଷା ବାଧକ ସାଜିଥିଲ। କିନ୍ତୁ ବର୍ତ୍ତମାନ ବର୍ଷା ଛାଡ଼ିଯାଇଥିବାରୁ ମ୍ୟାଚ୍‌ ଆରମ୍ଭ ହେବ ବୋଲି କୁହାଯାଇଛି। ଏଥିପାଇଁ ଟସ୍‌ ମଧ୍ୟ ପଡିଯାଇଛି। ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି। ମ୍ୟାଚ୍‌ ମଧ୍ୟାହ୍ନ ୧.୩୦ରେ ଖେଳାଯିବ। ଅପରାହ୍ନ ୩.୩୦ରେ ଟି-ବ୍ରେକ ହେବାସହ ମ୍ୟାଚ୍‌ ୫.୩୦ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି। ଭାରତ ପକ୍ଷରୁ ଧାୱନ ଓ ଲୋକେଶ ରାହୁଲ ଓପନିଂ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story