ମାଉଣ୍ଟ ଏଲବ୍ରୋସ ଶିଖର ଛୁଇଁ ଫେରିଲେ କଳ୍ପନା

ଭୁବନେଶ୍ୱର: ୟୁରୋପରେ ଥିବା ମାଉଣ୍ଟ ଏଲବ୍ରୋସକୁ ସଫଳତାର ସହ ଆରୋହଣ କରି ଓଡ଼ିଶା ଫେରିଛନ୍ତି ପର୍ବତାରୋହୀ କଳ୍ପନା ଦାସ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏହି ସୂଚନା ଦେଇଛନ୍ତି କଳ୍ପନା। ୫ହଜାର ୬୪୨ମିଟର ଉଚ୍ଚତା ବିଶିଷ୍ଠ ମାଉଣ୍ଟ ଏଲବ୍ରୋସ୍ ଅଭିମୁଖେ ଜୁଲାଇ ୨୫ତାରିଖରେ ଅଭିଯାନ ଆରମ୍ଭ କରିଥିଲେ। ଜୁଲାଇ ୩୧ ତାରିଖରେ ଶିଖରରେ ପହଞ୍ଚି ଜଗନ୍ନାଥଙ୍କ ବାନା ଉଡାଇଥିବା କଥା ସେ କହିଛନ୍ତି। ୯ଜଣ ଭାରତୀୟ ଏହି ଅଭିଯାନରେ ସାମିଲ ହୋଇଥିଲେ।

kalpana

kalpana

Rakesh Mallick
  • Published: Thursday, 06 August 2015
  • Updated: 06 August 2015, 02:28 PM IST

Sports

Latest News

ଭୁବନେଶ୍ୱର: ୟୁରୋପରେ ଥିବା ମାଉଣ୍ଟ ଏଲବ୍ରୋସକୁ ସଫଳତାର ସହ ଆରୋହଣ କରି ଓଡ଼ିଶା ଫେରିଛନ୍ତି ପର୍ବତାରୋହୀ କଳ୍ପନା ଦାସ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏହି ସୂଚନା ଦେଇଛନ୍ତି କଳ୍ପନା। ୫ହଜାର ୬୪୨ମିଟର ଉଚ୍ଚତା ବିଶିଷ୍ଠ ମାଉଣ୍ଟ ଏଲବ୍ରୋସ୍ ଅଭିମୁଖେ ଜୁଲାଇ ୨୫ତାରିଖରେ ଅଭିଯାନ ଆରମ୍ଭ କରିଥିଲେ। ଜୁଲାଇ ୩୧ ତାରିଖରେ ଶିଖରରେ ପହଞ୍ଚି ଜଗନ୍ନାଥଙ୍କ ବାନା ଉଡାଇଥିବା କଥା ସେ କହିଛନ୍ତି। ୯ଜଣ ଭାରତୀୟ ଏହି ଅଭିଯାନରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos