ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଓଭର୍ ଥ୍ରୋ'ର ସମୀକ୍ଷା କରିବ ଏମସିସି

ଲଣ୍ଡନ: ନିକଟରେ ଶେଷ ହୋଇଥିବା ଆଇସିସି ବିଶ୍ୱକପ୍ ଫାଇନାଲ୍ ବିବାଦଭରା ରହିଥିଲା। ଏହି ବିବାଦ ଓଭର୍ ଥ୍ରୋ’କୁ ନେଇ ହୋଇଥିଲା। ଏବେ ଏହି ଓଭର୍ ଥ୍ରୋ’ର ସମୀକ୍ଷା କରାଯିବ ବୋଲି ଏମସିସି ପକ୍ଷରୁ କୁହାଯାଇଛି। ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲା ନିର୍ଦ୍ଧାରିତ ସମୟରେ ଟାଇ ରହିଥିଲା। ପରେ ସୁପର୍ ଓଭରରେ ଉଭୟ ଟିମ୍ ବରାବର ସ୍କୋର କରିଥିଲେ। ଏଭଳି ସ୍ଥିତିରେ ମ୍ୟାଚର ଫଇସଲା ବାଉଣ୍ଡ୍ରୀ ଗଣନା ଆଧାରରେ କରାଯାଇଥିଲା, ଯେଉଁଥିରେ ଇଂଲଣ୍ଡ […]

wc-final

wc-final

Ranjit Kumar Jena
  • Published: Tuesday, 13 August 2019
  • Updated: 13 August 2019, 06:22 PM IST

Sports

Latest News

ଲଣ୍ଡନ: ନିକଟରେ ଶେଷ ହୋଇଥିବା ଆଇସିସି ବିଶ୍ୱକପ୍ ଫାଇନାଲ୍ ବିବାଦଭରା ରହିଥିଲା। ଏହି ବିବାଦ ଓଭର୍ ଥ୍ରୋ'କୁ ନେଇ ହୋଇଥିଲା। ଏବେ ଏହି ଓଭର୍ ଥ୍ରୋ'ର ସମୀକ୍ଷା କରାଯିବ ବୋଲି ଏମସିସି ପକ୍ଷରୁ କୁହାଯାଇଛି। ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲା ନିର୍ଦ୍ଧାରିତ ସମୟରେ ଟାଇ ରହିଥିଲା। ପରେ ସୁପର୍ ଓଭରରେ ଉଭୟ ଟିମ୍ ବରାବର ସ୍କୋର କରିଥିଲେ। ଏଭଳି ସ୍ଥିତିରେ ମ୍ୟାଚର ଫଇସଲା ବାଉଣ୍ଡ୍ରୀ ଗଣନା ଆଧାରରେ କରାଯାଇଥିଲା, ଯେଉଁଥିରେ ଇଂଲଣ୍ଡ ଟିମ୍ ବାଜି ମାରି ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲା।

ତେବେ ଫାଇନାଲ୍ ମ୍ୟାଚର ଶେଷ ଓଭରର ଏହି ବିବାଦ ଆଜି ପର୍ଯ୍ୟନ୍ତ ଥମିନାହିଁ। ଶେଷ ଓଭରରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ବେନ୍ ଷ୍ଟୋକ୍ସ ଯେତେବେଳେ ରନ୍ ପାଇଁ ଦୌଡ଼ୁଥିଲେ, ସେହି ସମୟରେ ଫିଲ୍ଡରଙ୍କ ଥ୍ରୋ ଷ୍ଟୋକ୍ସଙ୍କ ବ୍ୟାଟରେ ବାଜି ବାଉଣ୍ଡ୍ରୀ ବାହାରକୁ ଚାଲିଯାଇଥିଲା। ଫଳସ୍ୱରୂପ ଇଂଲଣ୍ଡକୁ ୬ ରନ୍ (ଦୁଇ ରନ୍ ଦୌଡ଼ିକି କରିଥିଲେ ଏବଂ ୪ ରନ୍ ଓଭର୍ ଥ୍ରୋ') ଦିଆଯାଇଥିଲା। ପରେ ଏହି ୬ ରନ୍ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା ଏବଂ ଏହା ଦମରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ମ୍ୟାଚ୍ ଟାଇ କରିବାରେ ସପଳ ହୋଇଥିଲା।

କ୍ରିକେଟ୍ ଜଗତରେ ଏହି ଓଭର୍ ଥ୍ରୋ'କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ଯେ, ଅମ୍ପାୟାରଙ୍କୁ ୬ ରନ୍ ବଦଳରେ ୫ ରନ୍ ଦେବାର ଥିଲା, କାରଣ ଦ୍ୱିତୀୟ ରନ୍ ଦୌଡ଼ିବା ସମୟରେ ବ୍ୟାଟ୍ସମ୍ୟାନ୍ ପରସ୍ପରକୁ ଅତିକ୍ରମ କରିନଥିଲେ। ଏବେ ଏହି ମାମଲାରେ ମେରିଲବର୍ନ କ୍ରିକେଟ୍ କ୍ଲବ୍ (ଏମସିସି) ସମୀକ୍ଷା କରିବ। ଏମସିସି ପକ୍ଷରୁ କୁହାଯାଇଛି ଯେ, "ଏମସିସିର ୱାର୍ଲ୍ଡ କ୍ରିକେଟ୍ କମିଟି (ଡବ୍ଲ୍ୟୁସିସି) ଓଭର୍ ଥ୍ରୋ' ସମ୍ବନ୍ଧିତ ଆଇନ୍ ୧୯.୮ ଉପରେ ବିଚାର କରିବ। ଏହା କେବଳ ଆଇସିସି ବିଶ୍ୱକପ୍ ଫାଇନାଲକୁ ଦୃଷ୍ଟିରେ ରଖି କରାଯାଇଛି। ଏହି ମାମଲାର ସମୀକ୍ଷା ଆଇନ୍ ସବକମିଟି ଚଳିତ ବର୍ଷ ସେପ୍ଟେମ୍ବରରେ କରିବ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story