ମେସିଙ୍କ ରେକର୍ଡ: ଚତୁର୍ଥ ଥର ପାଇଲେ ୟୁରୋପିୟାନ ଗୋଲଡେନ ସୁ ଆଓ୍ୱାର୍ଡ

ଆର୍ଜେଣ୍ଟିନା ଷ୍ଟ୍ରାଇକର ଲିଓନେଲ ମେସି ଚତୁର୍ଥ ଥର ପାଇଁ ୟୁରୋପିୟାନ ଗୋଲଡେନ ସୁ ଆଓ୍ୱାର୍ଡ ହାତେଇ ରେକର୍ଡ କରିଛନ୍ତି। ଏଥିସହିତ ସେ ପର୍ତ୍ତୁଗାଲ ଫୁଟବଲର କ୍ରିଷ୍ଟିଆନ ରୋନାଲ୍ଡଙ୍କ ରେକର୍ଡ ସହ ସମକ୍ଷକ ହୋଇଛନ୍ତି। ଚଳିତ ସିଜିନରେ ନିଜ କ୍ଲବ ବାର୍ସେଲୋନା ପାଇଁ ଚମତ୍କାର ପ୍ରଦର୍ଶନ କରି ମେସି ସର୍ବାଧିକ ୩୭ଟି ଗୋଲ ସ୍କୋର କରିଛନ୍ତି। ପୂର୍ବରୁ ମଧ୍ୟ ମେସି ଅନେକ ସମ୍ମାନଜନକ ପୁରସ୍କାର ପାଇଛନ୍ତି। ସେ ୫ ଥର ବାଲୋନ ଡି, ୫ ଥର ଲା-ଲିଗା ବେଷ୍ଟ […]

messi-argentina

messi-argentina

Rakesh Mallick
  • Published: Monday, 29 May 2017
  • Updated: 29 May 2017, 08:15 PM IST

Sports

Latest News

ଆର୍ଜେଣ୍ଟିନା ଷ୍ଟ୍ରାଇକର ଲିଓନେଲ ମେସି ଚତୁର୍ଥ ଥର ପାଇଁ ୟୁରୋପିୟାନ ଗୋଲଡେନ ସୁ ଆଓ୍ୱାର୍ଡ ହାତେଇ ରେକର୍ଡ କରିଛନ୍ତି। ଏଥିସହିତ ସେ ପର୍ତ୍ତୁଗାଲ ଫୁଟବଲର କ୍ରିଷ୍ଟିଆନ ରୋନାଲ୍ଡଙ୍କ ରେକର୍ଡ ସହ ସମକ୍ଷକ ହୋଇଛନ୍ତି। ଚଳିତ ସିଜିନରେ ନିଜ କ୍ଲବ ବାର୍ସେଲୋନା ପାଇଁ ଚମତ୍କାର ପ୍ରଦର୍ଶନ କରି ମେସି ସର୍ବାଧିକ ୩୭ଟି ଗୋଲ ସ୍କୋର କରିଛନ୍ତି।

ପୂର୍ବରୁ ମଧ୍ୟ ମେସି ଅନେକ ସମ୍ମାନଜନକ ପୁରସ୍କାର ପାଇଛନ୍ତି। ସେ ୫ ଥର ବାଲୋନ ଡି, ୫ ଥର ଲା-ଲିଗା ବେଷ୍ଟ ପ୍ଲେୟାର ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି। ଏହାସହ ଥରେ ପିଫା ଓ୍ୱାଲ୍ଡକପ ଗୋଲଡେନ ବଲ ଓ ଥରେ ଫିଫା ପ୍ଲେୟାର ଅଫ୍ ଦି ଇୟର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story