ଟି-୨୦ ବିଶ୍ୱକପ କିଏ ଜିତିବ, ଆକଳନ କଲେ ଏହି କିମ୍ବଦନ୍ତୀ କ୍ରିକେଟର

ଲଣ୍ଡନ: ଆସନ୍ତାବର୍ଷ ଅକ୍ଟୋବର ୧୮ରୁ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ହେଲେ ଏବେଠାରୁ ଇଂଲଣ୍ଡର ମହାନ କ୍ରିକେଟର ମାଇକେଲ ଭନ୍‌ ବିଶ୍ୱକପ କିଏ ଜିତବ, ତା’କୁ ନେଇ ଆକଳନ କରିବା ଆରମ୍ଭ କରିଛନ୍ତି। ଆଜି ଇଂଲଣ୍ଡ ନିର୍ଣ୍ଣାୟକ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ସୁପର ଓଭରେ ପରାସ୍ତ କରିବା ପରେ ଭନ୍‌ ଟ୍ୱିଟ୍‌ ଯୋଗେ ନିଜର ଆକଳନ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “ମୋର ଆକଳନ କହୁଛି ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆ କିମ୍ବା […]

svc

svc

Hemant Lenka
  • Published: Sunday, 10 November 2019
  • Updated: 10 November 2019, 06:09 PM IST

Sports

Latest News

ଲଣ୍ଡନ: ଆସନ୍ତାବର୍ଷ ଅକ୍ଟୋବର ୧୮ରୁ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ହେଲେ ଏବେଠାରୁ ଇଂଲଣ୍ଡର ମହାନ କ୍ରିକେଟର ମାଇକେଲ ଭନ୍‌ ବିଶ୍ୱକପ କିଏ ଜିତବ, ତା’କୁ ନେଇ ଆକଳନ କରିବା ଆରମ୍ଭ କରିଛନ୍ତି। ଆଜି ଇଂଲଣ୍ଡ ନିର୍ଣ୍ଣାୟକ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ସୁପର ଓଭରେ ପରାସ୍ତ କରିବା ପରେ ଭନ୍‌ ଟ୍ୱିଟ୍‌ ଯୋଗେ ନିଜର ଆକଳନ ସମ୍ପର୍କରେ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ମୋର ଆକଳନ କହୁଛି ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡ ମଧ୍ୟରୁ କେହି ଜଣେ ଜିତିବ।” ତେବେ ଏବେଠାରୁ ଏଭଳି ଆକଳନକୁ ସୋଶାଲ ମିଡିଆ ବ୍ୟବହାରକାରୀ ତୀବ୍ର ନାପସନ୍ଦ କରିଛନ୍ତି।

ସେମାନେ ଭନ୍‌ଙ୍କୁ ଅନେକ କଟୁ କଥା କହି ଟ୍ରଲ ମଧ୍ୟ କରିଛନ୍ତି। ଜଣେ ଲେଖିଛନ୍ତି, “ଏହା ଆଜିର ସବୁଠାରୁ ବଡ଼ ଜୋକ୍‌।” ଆଉ ଜଣେ ଲେଖିଛନ୍ତି ଟି-୨୦କୁ ନେଇ ଏବେଠାରୁ ଜୋକ ଆରମ୍ଭ ହୋଇଗଲାଣି।”

ଭନ୍‌ ରବିବାର ଅନୁଚିନ୍ତା ଦେବାକୁ ଯାଇ କହିଛନ୍ତି, “ରବିବାରର ଅନୁଚିନ୍ତା ହେଉଛି କୌଣସି ଦଳ ଇଂଲଣ୍ଡକୁ ସୁପର ଓଭରକୁ ନିଅନ୍ତୁ ନାହିଁ।” ଭନ୍‌ ଏପରି କାରଣ ହେଉଛି ଇଂଲଣ୍ଡ ବିଶ୍ୱକପ ଫାଇନାଲର ସୁପର ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା। ସେହିପରି ଆଜି ମଧ୍ୟ ୫ଟିକିଆ ଟି-୨୦ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ସୁପର ଓଭରରେ ହରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story