୪ ଦିନ ପରେ ମୃତ ଦେହ ଉଦ୍ଧାର: ବିଶ୍ୱକପରେ ଆର୍ଜେଣ୍ଟିନାର ନୈରାଶ୍ୟଜନକ ପ୍ରଦର୍ଶନରେ ପରେ ନିଖୋଜ ଥିଲେ ଦିନୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ଆର୍ଜେଣ୍ଟିନା ଓ ଫେଭରିଟ ପ୍ଲେୟାର ଲିଓନେଲ ମେସିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆତ୍ମହତ୍ୟା କରିଥିବା ତାଙ୍କ ଫ୍ୟାନଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସେ ହେଲେ କେରଳର କଟାୟମ ଜିଲ୍ଲାର ଦିନୁ ଆଲେକ୍ସ। ଚାରି ଦିନ ଖୋଜାଖୋଜି କରିବା ପରେ ପାଖରେ ବହି ଯାଇଥିବା ମିନାଚିଲ୍ ନଦୀରୁ ଉଦ୍ଧାର ହୋଇଛି ଦିନୁଙ୍କ ମୃତଦେହ। ଏଥର ଫିଫା ବିଶ୍ୱକପରେ ଆର୍ଜେଣ୍ଟିନା ଓ ବିଶେଷ କରି ମେସିଙ୍କ ନୈରାଶ୍ୟଜନକ ଖେଳରେ ମିୟମାଣ ହୋଇପଡ଼ିଥିଲେ ଦିନୁ। […]

af

af

Rakesh Mallick
  • Published: Monday, 25 June 2018
  • Updated: 25 June 2018, 01:01 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ଆର୍ଜେଣ୍ଟିନା ଓ ଫେଭରିଟ ପ୍ଲେୟାର ଲିଓନେଲ ମେସିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆତ୍ମହତ୍ୟା କରିଥିବା ତାଙ୍କ ଫ୍ୟାନଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସେ ହେଲେ କେରଳର କଟାୟମ ଜିଲ୍ଲାର ଦିନୁ ଆଲେକ୍ସ। ଚାରି ଦିନ ଖୋଜାଖୋଜି କରିବା ପରେ ପାଖରେ ବହି ଯାଇଥିବା ମିନାଚିଲ୍ ନଦୀରୁ ଉଦ୍ଧାର ହୋଇଛି ଦିନୁଙ୍କ ମୃତଦେହ।Image result for Missing Argentina football fan found dead in Kerala

ଏଥର ଫିଫା ବିଶ୍ୱକପରେ ଆର୍ଜେଣ୍ଟିନା ଓ ବିଶେଷ କରି ମେସିଙ୍କ ନୈରାଶ୍ୟଜନକ ଖେଳରେ ମିୟମାଣ ହୋଇପଡ଼ିଥିଲେ ଦିନୁ। କ୍ରୋଏସିଆ ୩-୦ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିବା ପରଠାରୁ ତାଙ୍କର ଆଉ ପତ୍ତା ମିଳିନଥିଲା। ପରେ ଘରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା। ରବିବାର ଦିନ ନଦୀରୁ ତଙ୍କ ମୃତଦେହ ଠାବ କରାଯାଇଛି।Image result for Missing Argentina football fan found dead in Kerala

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos