ଧୋନୀଙ୍କ ପାଦତଳେ କାହିଁକି ପଡ଼ିଲେ ଏହି ବ୍ୟକ୍ତି: ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ ମ୍ୟାଚ୍‌ ସମୟରେ ଅନେକ ଥର ଦେଖିଥିବେ ନିଜ ପ୍ରିୟ କ୍ରିକେଟରଙ୍କୁ ଦେଖାକରିବାକୁ ପ୍ରଶଂସକ ଜଣକ ପଡ଼ିଆ ମଧ୍ୟକୁ ପସିଯାଇଥାନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ମୋହାଲିରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଫିଲ୍ଡିଂ କରୁଥିବା ସମୟରେ ଜଣେ ଅଜଣା ବ୍ୟକ୍ତି ପଡ଼ିଆ ମଧ୍ୟକୁ ପସିଆସିଥିଲେ। ଏବଂ ଫିଲ୍ଡ୍‌ରେ ୱିକେଟ୍‌ କିପିଂ କରୁଥିବା ଧୋନିଙ୍କ ଆଡ଼କୁ ଦୌଡ଼ିଥିଲେ। ଧୋନୀ ଏହି ବ୍ୟକ୍ତିକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ […]

dhoni-3-620x400 (1)

dhoni-3-620x400 (1)

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 08:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ ମ୍ୟାଚ୍‌ ସମୟରେ ଅନେକ ଥର ଦେଖିଥିବେ ନିଜ ପ୍ରିୟ କ୍ରିକେଟରଙ୍କୁ ଦେଖାକରିବାକୁ ପ୍ରଶଂସକ ଜଣକ ପଡ଼ିଆ ମଧ୍ୟକୁ ପସିଯାଇଥାନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ମୋହାଲିରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଫିଲ୍ଡିଂ କରୁଥିବା ସମୟରେ ଜଣେ ଅଜଣା ବ୍ୟକ୍ତି ପଡ଼ିଆ ମଧ୍ୟକୁ ପସିଆସିଥିଲେ। ଏବଂ ଫିଲ୍ଡ୍‌ରେ ୱିକେଟ୍‌ କିପିଂ କରୁଥିବା ଧୋନିଙ୍କ ଆଡ଼କୁ ଦୌଡ଼ିଥିଲେ। ଧୋନୀ ଏହି ବ୍ୟକ୍ତିକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ପରେ ଏହି ବ୍ୟକ୍ତିଙ୍କୁ ନିଜ ନିକଟକୁ ଆସିବାକୁ ଦେଇଥିଲେ। ଏହି ଅଜଣା ବ୍ୟକ୍ତି ଜଣଙ୍କ ଧୋନୀଙ୍କ ନିକଟକୁ ଆସି ତାଙ୍କର ଜଣେ ବଡ଼ ଫ୍ୟାନ୍‌ ବୋଲି କହିଥିଲେ। ଏହାପରେ ଏହି ପ୍ରଶଂସକ ଜଣଙ୍କ ଧୋନୀଙ୍କ ପାଦସ୍ପର୍ଶ କରି ପ୍ରଣାମ କରିଥିଲେ। ଏହାପରେ ସୁରକ୍ଷା କର୍ମୀ ତାଙ୍କୁ ସଙ୍ଗେସଙ୍ଗେ ପଡ଼ିଆ ବାହାରକୁ ନେଇଯାଇଥିଲେ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ  ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଦ୍ୱିଶତକ ବଳରେ ଟିମ୍ ଇଣ୍ଡିଆର ବୃହତ ବିଜୟ ହୋଇଥିଲା। ମୋହାଲିରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୧୪୧ ରନରେ ହରାଇଥିଲା ଭାରତ। ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ୩୯୨ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଅଧିକାୟକ ରୋହିତ ଶର୍ମା ୧୫୩ ବଲରୁ ଧୁଆଁଧାର ୨୦୮ ରନ୍ କରିଥିଲେ। ଦିନିକିଆରେ ଏହା ତାଙ୍କର ତୃତୀୟ ଦ୍ୱିଶତକ।

https://youtu.be/9SVNTDuwbN4?t=19

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story