ମୋହାଲିରେ କିଙ୍ଗସ୍ ଇଲେଭେନ୍ ଓ ରୟାଲ ଚ୍ୟାଲେଞ୍ଜରର୍ସ ମୁକାବିଲା

ମୋହାଲି: ଚଳିତ ଆଇପିଏଲରେ ଆଜି ଖେଳାଯିବ ୫୦ତମ ମ୍ୟାଚ୍। ଏହି ମ୍ୟାଚରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଭେଟିବ ରୟାଲ ଚ୍ୟାଲେଞ୍ଜରର୍ସକୁ। ମୋହାଲିଠାରେ ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍। ଏହି ଟୁର୍ଣ୍ଣାମେଣ୍ଟରେ ଏଯାବତ ୧୨ଟି ମ୍ୟାଚ ଖେଳି ୧୦ଟିରେ ହାରି ଥିବା କିଙ୍ଗସ୍ ଇଲେଭେନ ପଞ୍ଜାବ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ୧୧ଟି ମ୍ୟାଚ୍ ଖେଳି ୬ଟିରେ ବିଜୟୀ ହେବା ସହିତ ପଏଣ୍ଟ ତାଲିକାର ୫ମ ସ୍ଥାନରେ ରହିଛି। ସେହିପରି ଗତକାଲି ଆଇପିଏଲରେ ଖେଳା […]

kings

Rakesh Mallick
  • Published: Wednesday, 13 May 2015
  • , Updated: 13 May 2015, 04:33 AM IST

ମୋହାଲି: ଚଳିତ ଆଇପିଏଲରେ ଆଜି ଖେଳାଯିବ ୫୦ତମ ମ୍ୟାଚ୍। ଏହି ମ୍ୟାଚରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଭେଟିବ ରୟାଲ ଚ୍ୟାଲେଞ୍ଜରର୍ସକୁ। ମୋହାଲିଠାରେ ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍। ଏହି ଟୁର୍ଣ୍ଣାମେଣ୍ଟରେ ଏଯାବତ ୧୨ଟି ମ୍ୟାଚ ଖେଳି ୧୦ଟିରେ ହାରି ଥିବା କିଙ୍ଗସ୍ ଇଲେଭେନ ପଞ୍ଜାବ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ୧୧ଟି ମ୍ୟାଚ୍ ଖେଳି ୬ଟିରେ ବିଜୟୀ ହେବା ସହିତ ପଏଣ୍ଟ ତାଲିକାର ୫ମ ସ୍ଥାନରେ ରହିଛି।

ସେହିପରି ଗତକାଲି ଆଇପିଏଲରେ ଖେଳା ଯାଇଥିବା ୪୯ ତମ ମ୍ୟାଚରେ ଦିଲ୍ଲୀ ଡେୟାର ଡେଭିଲ୍ସ ବିଜୟୀ ହୋଇଥିଲା। ଚେନ୍ନାଇ ସୁପରକିଙ୍ଗସକୁ ୬ ୱିକେଟରେ ହରାଇଥିଲା ଦିଲ୍ଲୀ ଡେୟାର ଡେଭିଲସ୍। ପ୍ରଥେମ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରି ୨୦ ଓଭରରେ ୬ ୱିକେଟରେ ସଂଗ୍ରହ କରିଥିଲା ମାତ୍ର ୧୧୯ ରନ୍। ଜବାବରେ ଦିଲ୍ଲୀ ୪ ୱିକେଟରେ ୧୬.୪ ଓଭରରେ ଏହି ଲକ୍ଷ୍ୟକୁ ପୂରଣ କରି ନେଇଥିଲା। ଦଳ ପକ୍ଷରୁ ଏସ୍.ଏସ. ଆ

ର ୭୦ ରନ୍ କରି ଅପରାଜିତ ରହିଥିଲେ।

Related story