ମୋହାଲି ଟେଷ୍ଟ ପ୍ରଥମ ଦିନ: ୨୦୧ରେ ଭାରତ ଅଲଆଉଟ, ଦକ୍ଷିଣ ଆଫ୍ରିକା ୨୮/୨

ମୋହାଲି: ମୋହାଲିରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଦଳ ୨୦୧ ରନରେ ଅଲ ଆଉଟ ହୋଇଯାଇଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ୨ ୱିକେଟ ହରାଇ ୨୮ ରନ କରିଛି। ପୂର୍ବରୁ ଆଜି ଟସ୍ ଜିତି ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ମାତ୍ର ୧୦୨ ରନରେ ଦଳ ୫ଟି ୱିକେଟ ହରାଇଥିଲା । ମୂରଲୀ […]

cricket

cricket

Rakesh Mallick
  • Published: Thursday, 05 November 2015
  • Updated: 05 November 2015, 05:18 PM IST

Sports

Latest News

ମୋହାଲି: ମୋହାଲିରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଦଳ ୨୦୧ ରନରେ ଅଲ ଆଉଟ ହୋଇଯାଇଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ୨ ୱିକେଟ ହରାଇ ୨୮ ରନ କରିଛି। ପୂର୍ବରୁ ଆଜି ଟସ୍ ଜିତି ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ମାତ୍ର ୧୦୨ ରନରେ ଦଳ ୫ଟି ୱିକେଟ ହରାଇଥିଲା । ମୂରଲୀ ବିଜୟ ୭୫ ରନ କରି ସ୍ଥିତି ସମ୍ଭାଳିଥିଲେ। ପରେ ନିୟମିତ ବ୍ୟବଧାନରେ ୱିକେଟ ହରାଇ ୨୦୧ ରନରେ ଟିମ ଇଣ୍ଡିଆ ଅଲଆଉଟ ହୋଇଯାଇଥିଲା।

ମୂରଲି ବିଜୟ ଦଳ ପକ୍ଷରୁ ସର୍ବଧିକ ୭୫ ରନ କରିଛନ୍ତି। ଅଷ୍ଟ୍ରେଲିଆ, ବାଂଲାଦେଶ ଓ ଶ୍ରୀଲଙ୍କା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ଲଗାତାର ୭ମ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ସାଇମନ ହାର୍ମରଙ୍କ ଶିକାର ହୋଇଥିଲେ। ମୋହାଲି ଟେଷ୍ଟର ପ୍ରଥମ ଦିନରେ ୨୨୯ ରନରେ ୧୨ଟି ଉଇକେଟର ପତନ ହୋଇଛି । ଯାଉଁଥିରେ ୯ ଉଇକେଟ ସ୍ପିନରଙ୍କୁ ମିଳିଛି। ସବୁଠାରୁ ବଡ କଥା ହେଲା ମ୍ୟାଚ ପୂର୍ବରୁ ଭାରତକୁ ସୁହାଇବା ଭଳି ପିଚ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଥିଲା । ହେଲେ ଏହି ପିଚରେ ଭାରତର ୭ଜଣ ବ୍ୟାଟ୍ସ ମ୍ୟାନ ଦକ୍ଷିଣ ଆଫ୍ରିକାର ସ୍ପିନରଙ୍କ ବୋଲିଂର ଶିକାର ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story