ଆଇପିଏଲ୍ ନିଲାମୀରେ ଏହି ୫ ଖେଳାଳିଙ୍କ ଚାହିଦା ଅଧିକ: ଜାଣନ୍ତୁ ଚର୍ଚ୍ଚାରେ କେଉଁ ଭାରତୀୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବରାଜ ସିଂ କ୍ରିସ୍‌ ଗେଲ୍‌ ସମେତ ୧୧୨୨ ଖେଳାଳି ଆଇପିଏଲ୍‌ ନିଲାମୀରେ ନିଜ ନାଁ ରେଜିଷ୍ଟର କରିଛନ୍ତି। ନିଲାମୀ ପ୍ରକ୍ରିୟା ଜାନୁଆରୀ ୨୭ ଓ ୨୮ ତାରିଖ ଦିନ ବାଙ୍ଗାଲୋର ଠାରେ ଅନୁଷ୍ଠିତ ହେବ। ଯେଉଁଥିରେ ଗୌତମ ଗମ୍ଭୀର, ଅଶ୍ୱିନ, ରାହାଣେ, କୁଲଦୀପ ଯାଦବ, ମୁରଲୀ ବିଜୟ ଓ କେଏଲ୍‌ ରାହୁଲ ଭଳି ଷ୍ଟାର୍‌ ଭାରତୀୟ ଖେଳାଳି ଏଥର ନିଲାମୀ ପ୍ରକ୍ରିୟାରେ ଚର୍ଚ୍ଚାରେ ରହିବେ। ଏହି ସମସ୍ତ ଲିଷ୍ଟକୁ ଆଇପିଏଲର ୮ଟି ଫ୍ରାଞ୍ଚାଇଜକୁ ପଠାଇ […]

IPL_2017_Captains

IPL_2017_Captains

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 05:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବରାଜ ସିଂ କ୍ରିସ୍‌ ଗେଲ୍‌ ସମେତ ୧୧୨୨ ଖେଳାଳି ଆଇପିଏଲ୍‌ ନିଲାମୀରେ ନିଜ ନାଁ ରେଜିଷ୍ଟର କରିଛନ୍ତି। ନିଲାମୀ ପ୍ରକ୍ରିୟା ଜାନୁଆରୀ ୨୭ ଓ ୨୮ ତାରିଖ ଦିନ ବାଙ୍ଗାଲୋର ଠାରେ ଅନୁଷ୍ଠିତ ହେବ। ଯେଉଁଥିରେ ଗୌତମ ଗମ୍ଭୀର, ଅଶ୍ୱିନ, ରାହାଣେ, କୁଲଦୀପ ଯାଦବ, ମୁରଲୀ ବିଜୟ ଓ କେଏଲ୍‌ ରାହୁଲ ଭଳି ଷ୍ଟାର୍‌ ଭାରତୀୟ ଖେଳାଳି ଏଥର ନିଲାମୀ ପ୍ରକ୍ରିୟାରେ ଚର୍ଚ୍ଚାରେ ରହିବେ। ଏହି ସମସ୍ତ ଲିଷ୍ଟକୁ ଆଇପିଏଲର ୮ଟି ଫ୍ରାଞ୍ଚାଇଜକୁ ପଠାଇ ଦିଆଯାଇଛି। ଯେଉଁଥିରେ ୨୮୧ ଖେଳାଳି ଏମିତି ଅଛନ୍ତି ଯେଉଁମାନେ ଭାରତ ପାଇଁ ଖେଳିସାରିଛନ୍ତି।

ସୂଚନା ଅନୁସାରେ ୨୮୨ ବିଦେଶୀ ଖେଳାଳିଙ୍କ ମଧ୍ୟରେ ୫୮ଜଣ ଅଷ୍ଟ୍ରେଲିଆ, ୫୭ ଜଣ ଦକ୍ଷିଣ ଆଫ୍ରିକା, ୩୯ ଶ୍ରୀଲଙ୍କା, ୩୯ ୱେଷ୍ଟଇଣ୍ଡିଜ୍‌, ୩୦ ନ୍ୟୁଜିଲାଣ୍ଡ, ୨୬ ଇଂଲଣ୍ଡ ଖେଳାଳି ସାମିଲ ଅଛନ୍ତି। ସେହିପରି ଆଫଗାନିସ୍ଥାନର ୧୩, ବାଂଲାଦେଶର ୮, ଆର୍ୟାଲ୍ୟାଣ୍ଡର ୨, ଜିମ୍ବାୱେର ୭ ଏବଂ ଆମେରିକାର ୨ ଜଣ ଖେଳାଳି ସାମିଲ ହୋଇଛନ୍ତି।

ବିଦେଶୀ ଖେଳାଳିଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ମ୍ୟାକ୍ସୱେଲ୍‌, ଜୋ ରୁଟ୍‌, ବେନ୍‌ ଷ୍ଟୋକ୍ସ,ମୋର୍ଗନ, ଷ୍ଟାର୍କ, ବ୍ରାଭୋ, ହସିମ ଆମ୍‌ଲା, ଡୁପ୍ଲେସିସ୍‌, ମିଲର୍‌,ମୋର୍କେଲ୍‌, କେନ୍‌ ୱିଲିୟମସନ୍‌।

ହେଲେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଏହି ୫ ଜଣ ଖେଳାଳି। ଏମାନେ ହେଲେ ଯୁବରାଜ, ଗେଲ୍‌, ମିଲର୍‌, ମ୍ୟାକ୍ସୱେଲ୍‌ ଓ ଷ୍ଟୋକ୍ସ। ଆଇପିଏଲ-୧୮ ପାଇଁ ଏହି ଖେଳାଙ୍କ ଡିମାଣ୍ଡ ଅଧିକ ରହିବ। ତେଣୁ ସମସ୍ତ ଫ୍ରାଞ୍ଚାଇଜ୍‌ ଏହି ଖେଳାଳିଙ୍କୁ ନିଜ ଟିମ୍‌ରେ ସାମିଲ କରିବାକୁ ଚେଷ୍ଟାକରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story