ଅମ୍ପାୟାରଙ୍କ ସହ ଯୁକ୍ତି କରିବା ଧୋନିଙ୍କୁ ମହଙ୍ଗା ପଡ଼ିଲା

ଜୟପୁର: ଚଳିତ ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ନୂଆ ରୂପ ଦେଖିବାକୁ ମିଳିଥିଲା। ଗୁରୁବାର ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଧୋନି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ଧୋନିଙ୍କ ଏହି ଆଚରଣ ପାଇଁ ତାଙ୍କ ଉପରେ ମ୍ୟାଚ୍ ଫି’ର ୫୦ ପ୍ରତିଶତ ଜୋରିମାନା ଲଗାଯାଇଛି। ପ୍ରଥମଥର ପାଇଁ ଧୋନି ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ଅମ୍ପାୟାର ଉଲ୍ଲାସ ଗନ୍ଧେଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଡଗଆଉଟ୍ ଛାଡ଼ି […]

fee

fee

Ranjit Kumar Jena
  • Published: Friday, 12 April 2019
  • Updated: 12 April 2019, 04:38 PM IST

Sports

Latest News

ଜୟପୁର: ଚଳିତ ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ନୂଆ ରୂପ ଦେଖିବାକୁ ମିଳିଥିଲା। ଗୁରୁବାର ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଧୋନି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ଧୋନିଙ୍କ ଏହି ଆଚରଣ ପାଇଁ ତାଙ୍କ ଉପରେ ମ୍ୟାଚ୍ ଫି'ର ୫୦ ପ୍ରତିଶତ ଜୋରିମାନା ଲଗାଯାଇଛି।

ପ୍ରଥମଥର ପାଇଁ ଧୋନି ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ଅମ୍ପାୟାର ଉଲ୍ଲାସ ଗନ୍ଧେଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଡଗଆଉଟ୍ ଛାଡ଼ି ସିଧା ଗ୍ରାଉଣ୍ଡ ଭିତରକୁ ପଶି ଯାଇଥିଲେ। ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି, 'ଚେନ୍ନାଇ କ୍ୟାପଟେନ୍ ଧୋନିଙ୍କ ଉପରେ ମ୍ୟାଚ୍ ଫି'ର ୫୦ ପ୍ରତିଶତ ଜୋରିମାନା ଲଗାଯାଇଛି। ସେ ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଆଇପିଏଲର ଆଚାର ସଂହିତାର ଉଲ୍ଲଙ୍ଘନ କରିଛନ୍ତି।

ଧୋନି ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ୨.୨୦ ଧାରା-୨ର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ମଧ୍ୟ ନିଜ ଭୁଲ ସ୍ୱୀକାର କରିନେଇଛନ୍ତି। ଏହି ମାମଲାରେ ଧୋନିଙ୍କ ଉପରେ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ ଲଗାଯାଇଥାନ୍ତା, କିନ୍ତୁ ତାଙ୍କ ଉପରେ ଜୋରିମାନା ଲଗାଇ ଛାଡ଼ିଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story