ଧୋନିଙ୍କ ଆଚରଣକୁ ପୂର୍ବତନ କ୍ରିକେଟରଙ୍କ ସମାଲୋଚନା

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ଟିମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅମ୍ପାୟାରଙ୍କ ସହ ବ୍ୟବହାରକୁ କ୍ରିକେଟ୍ ବିଶେଷଜ୍ଞ ନାପସନ୍ଦ କରିଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍, ଅଷ୍ଟ୍ରେଲିଆର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍କ ୱ’, ଭାରତର ପୂର୍ବତନ କ୍ରିକେଟର୍ ଆକାଶ ଚୋପ୍ରା ଓ ସଞ୍ଜୟ ମଞ୍ଜରେକର ଧୋନିଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାଇକେଲ୍ ଭନ୍ କହିଛନ୍ତି, ‘ଏହା ଖେଳ ପାଇଁ ଆଦୌ ଶୁଭଙ୍କର ନୁହେଁ। କୌଣସି […]

dh

dh

Ranjit Kumar Jena
  • Published: Friday, 12 April 2019
  • Updated: 12 April 2019, 04:47 PM IST

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ଟିମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅମ୍ପାୟାରଙ୍କ ସହ ବ୍ୟବହାରକୁ କ୍ରିକେଟ୍ ବିଶେଷଜ୍ଞ ନାପସନ୍ଦ କରିଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍, ଅଷ୍ଟ୍ରେଲିଆର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍କ ୱ', ଭାରତର ପୂର୍ବତନ କ୍ରିକେଟର୍ ଆକାଶ ଚୋପ୍ରା ଓ ସଞ୍ଜୟ ମଞ୍ଜରେକର ଧୋନିଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମାଇକେଲ୍ ଭନ୍ କହିଛନ୍ତି, 'ଏହା ଖେଳ ପାଇଁ ଆଦୌ ଶୁଭଙ୍କର ନୁହେଁ। କୌଣସି କ୍ୟାପଟେନଙ୍କୁ ଡଗଆଉଟରୁ ପିଚକୁ ଆସିବା ପାଇଁ ଅନୁମତି ନାହିଁ। ଧୋନି ପୁଣି ପିଚକୁ ଆସିବା, ଅସମ୍ଭବ ଲାଗୁଛି। ଧୋନି କିଛି ବି କରିପାରନ୍ତି, କିନ୍ତୁ ଏଭଳି ଡଗଆଉଟ୍ ଛାଡ଼ି ମଇଦାନରେ ଅମ୍ପାୟାରଙ୍କୁ ଅଙ୍ଗୁଳି ଦେଖାଇପାରିବେ ନାହିଁ। ଏହା ଆଦୌ ଗ୍ରହଣୀୟ ନୁହେଁ।'

https://twitter.com/MichaelVaughan/status/1116544346206154752

ମାର୍କ ୱ' ଏହି ଘଟଣାକୁ ଅସନ୍ତୋଷ ଜାହିର କରିଛନ୍ତି । ସେ କହିଛନ୍ତି, 'ମୁଁ ଆଇପିଏଲରେ ମାଲିକମାନଙ୍କ ଚାପ ଓ ଅର୍ଥବଳକୁ ବୁଝିପାରୁଛି, କିନ୍ତୁ ଦୁଇଟି ଘଟଣାକୁ ନେଇ ମୁଁ ବହୁତ ନିରାଶ। ଏଥିରେ ଟିମର ଅଧିନାୟକ ସାମିଲ୍ ଥିଲେ। ଜଣେ ଅଶ୍ୱିନ୍ ଏବଂ ଆଉ ଜଣେ ଧୋନି। ଏହା କିଛି ବି ଠିକ୍ ହେଉନାହିଁ।'

ସଞ୍ଜୟ ମଞ୍ଜରେକର କହିଛନ୍ତି, ମୁଁ ସବୁବେଳେ ଧୋନିଙ୍କ ବଡ଼ ପ୍ରଶଂସକ ରହିଆସିଛି। କିନ୍ତୁ ତାଙ୍କର ଏଭଳି ଗ୍ରାଉଣ୍ଡ ଭିତରକୁ ଯିବା ମୋତେ ଭଲ ଲାଗିଲାନି। ଏଭଳି ବ୍ୟବହାର ପାଇଁ ତାଙ୍କ ଉପରେ ଏକ ଛୋଟିଆ ଜୋରିମାନା ଲାଗିଥିବାରୁ ସେ ବହୁତ ଭାଗ୍ୟବାନ।'

https://twitter.com/sanjaymanjrekar/status/1116558922981109763

ଆକାଶ ଚୋପ୍ରା କହିଛନ୍ତି, 'ଚଳିତ ଆଇପିଏଲରେ ଅମ୍ପାୟାରିଂ ସ୍ତର ବହୁ ତଳକୁ ଖସିଯାଇଛି। ପ୍ରଥମେ ନୋ' ବଲ ଦିଆଯାଉଛି ଏବଂ ପରେ ଏହାକୁ ଖାରଜ କରିଦିଆଯାଉଛି। ଏହାକୁ ନେଇ ଜଣେ ରାଗିବା ସ୍ୱାଭାବିକ। କିନ୍ତୁ ଗୋଟିଏ ଟିମର ଅଧିନାୟକ ଆଉଟ୍ ହେବା ପରେ ପୁଣିଥରେ ଗ୍ରାଉଣ୍ଡକୁ ଚାଲିଆସିବା ଠିକ୍ ହୋଇନାହିଁ। ଧୋନି ଆଜି ଏକ ଭୁଲ ଉଦାହରଣ ସୃଷ୍ଟି କରିଛନ୍ତି।'

https://twitter.com/cricketaakash/status/1116416540704772096

ସେହିପରି ପୂର୍ବତନ କ୍ରିକେଟର ହେମାଙ୍ଗ ବଦାନି କହିଛନ୍ତି, 'ଅମ୍ପାୟାରଙ୍କ ପାଖରେ ନୋ' ବଲ୍ ଦେବା ଏବଂ ପରେ ଏହାକୁ ଖାରଜ କରିଦେବାର ଅଧିକାର ରହିଛି। କିନ୍ତୁ ଧୋନି ଏହାକୁ ଯେଉଁଭଳି ଭାବେ ହ୍ୟାଣ୍ଡଲ୍ କଲେ, ତାହା ସମସ୍ତଙ୍କୁ ଚକିତ କରିଛି। ଏହା କ୍ୟାପଟେନ୍ କୁଲଙ୍କ ବ୍ୟବହାର ଭଳି ନଥିଲା।'

https://twitter.com/hemangkbadani/status/1116412977295454209

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story