ଏହି କାରଣ ପାଇଁ ଆର୍ମି ଟ୍ରେନିଂ ନେବେ ଧୋନି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଦୁଇଥର ବିଶ୍ୱ ଚାମ୍ପିଅନ୍ କରାଇଥିବା ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ ଦୁଇମାସ ମାସ ପାଇଁ କ୍ରିକେଟ୍ ମଇଦାନରୁ ଦୂରେଇ ରହିବେ। ଏହି ସମୟ ମଧ୍ୟରେ ସେ ଆର୍ମି ଟ୍ରେନିଂ ନେବେ। ଆର୍ମି ଚିଫ୍ ବିପିନ୍ ରାୱତ୍ ମଧ୍ୟ ଧୋନିଙ୍କୁ ଟ୍ରେନିଂ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଧୋନି ୱେଷ୍ଟଇଣ୍ଡିଜ୍ ଗସ୍ତରୁ ଛୁଟି ନେଇ ପାରାଚ୍ୟୁଟ୍ ରେଜିମେଣ୍ଟ୍ ବାଟାଲିୟନ୍ ସହ ଟ୍ରେନିଂ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏବେ ଧୋନି ପାରାସୁଟ୍ ରେଜିମେଣ୍ଟ […]

ms

ms

Ranjit Kumar Jena
  • Published: Monday, 22 July 2019
  • Updated: 22 July 2019, 07:16 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଦୁଇଥର ବିଶ୍ୱ ଚାମ୍ପିଅନ୍ କରାଇଥିବା ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ ଦୁଇମାସ ମାସ ପାଇଁ କ୍ରିକେଟ୍ ମଇଦାନରୁ ଦୂରେଇ ରହିବେ। ଏହି ସମୟ ମଧ୍ୟରେ ସେ ଆର୍ମି ଟ୍ରେନିଂ ନେବେ। ଆର୍ମି ଚିଫ୍ ବିପିନ୍ ରାୱତ୍ ମଧ୍ୟ ଧୋନିଙ୍କୁ ଟ୍ରେନିଂ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଧୋନି ୱେଷ୍ଟଇଣ୍ଡିଜ୍ ଗସ୍ତରୁ ଛୁଟି ନେଇ ପାରାଚ୍ୟୁଟ୍ ରେଜିମେଣ୍ଟ୍ ବାଟାଲିୟନ୍ ସହ ଟ୍ରେନିଂ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।

ଏବେ ଧୋନି ପାରାସୁଟ୍ ରେଜିମେଣ୍ଟ କମାଣ୍ଡୋଙ୍କ ସହ ସମୟ ବିତାଇବେ ଏବଂ ସେମାନଙ୍କ ସହ ଡ୍ରିଲରେ ଭାଗ ନେବେ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଧୋନି ଏହି ଟ୍ରେନିଂ କାହିଁକି ନେବେ। ସମସ୍ତେ ଜାଣନ୍ତି ଯେ ଆର୍ମି ହେଉଛି ଧୋନିଙ୍କ ପ୍ରଥମ ପସନ୍ଦ, କିନ୍ତୁ ଏହା ସହ ତାଙ୍କୁ ଏହି ଟ୍ରେନିଂରୁ ବହୁତ ଫାଇଦା ମଧ୍ୟ ମିଳିବ। ଆସନ୍ତୁ ଜାଣିବା ଧୋନିଙ୍କୁ ଆର୍ମି ଟ୍ରେନିଂରେ କେଉଁ ଫାଇଦା ମିଳିବ।

କମ୍ ହେବ ମାନସିକ ଚାପ: ଦେଖିବାକୁ ଗଲେ ଧୋନିଙ୍କୁ କ୍ୟାପଟେନ୍ କୁଲ୍ କୁହାଯାଏ, କିନ୍ତୁ ବର୍ତ୍ତମାନ ତାଙ୍କ ଉପରେ ଅତିରିକ୍ତ ଚାପ ରହିଛି। ବିଶ୍ୱକପ୍ ବେଳେ ଧୋନିଙ୍କ ସନ୍ନ୍ୟାସକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା ଏବଂ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ପରେ ତାଙ୍କ ସନ୍ନ୍ୟାସ ଦାବି ଜୋର୍ ଉଠିଥିଲା। ଏଭଳି ସ୍ଥିତିରେ ଧୋନି କ୍ରିକେଟରୁ ବ୍ରେକ୍ ନେଇ ଆର୍ମି ସହ ଟ୍ରେନିଂ କରିବାକୁ ଯାଉଛନ୍ତି, ଯଦ୍ଦ୍ୱାରା ଏସବୁ ଜିନିଷ ଉପରୁ ତାଙ୍କର ଧ୍ୟାନ ହଟିବ। ସେ ମିଡିଆ, କ୍ରିକେଟରୁ ଦୂରେଇ ରହିବେ, ଯାହା ପରେ ତାଙ୍କ ଉପରେ ବଢ଼ୁଥିବା ଚାପ ନିଶ୍ଚିତ କମିବ।

ଲଢ଼ିବାର ଶକ୍ତି ବଢ଼ିବ: ଆର୍ମି ସହ ଟ୍ରେନିଂ ନେବା ଦ୍ୱାରା ଧୋନିଙ୍କୁ ମାନସିକ ଦୃଢ଼ତା ମିଳିବ। ଯେଉଁଭଳି ଭାବେ ଆର୍ମିର ଟ୍ରେନିଂ ହୋଇଥାଏ, ଏଥିରୁ ଧୋନି କେବଳ ଶାରୀରିକ ନୁହେଁ ବରଂ ମାନସିକ ଭାବେ ମଜଭୁତ୍ ହେବେ।

ଦମଦାର ଫିଟନେସ୍: ଧୋନି ପାରାସୁଟ୍ ରେଜିମେଣ୍ଟ ବାଟାଲିୟନ୍ ସହ ଟ୍ରେନିଂ କରିବେ। ଏହି ବାଟାଲିୟନ୍ ସହ ଟ୍ରେନିଂ କରିବା ପାଇଁ ଭଲ ଫିଟନେସ୍ ଆବଶ୍ୟକ। ଧୋନିଙ୍କୁ ବର୍ତ୍ତମାନ ୩୮ ବର୍ଷ ଏବଂ ଏହି ବୟସରଙ୍କ ତାଙ୍କ ଫିଟନେସ୍ ଜବରଦସ୍ତ ରହିଛି। କିନ୍ତୁ ଆର୍ମି ସହ ଟ୍ରେନିଂ କରିବା ଦ୍ୱାରା ତାଙ୍କ ଫିଟନେସ୍ ଅଲଗା ସ୍ତରରେ ପହଞ୍ଚିବ। ଯେତେବେଳେ ଧୋନି ନିଜକୁ ଫିଟ୍ ଅନୁଭୂତ କରିବେ, ସେତେବେଳେ ସେ ନିଜର କ୍ୟାରିୟରକୁ ଆହୁରି ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story