ମୁଖ୍ୟକୋଚ୍ ପଦବୀରୁ ଗ୍ୟାରି କ୍ରିଷ୍ଟନଙ୍କୁ ବିଦା କଲା ଦିଲ୍ଲୀ ଡେୟାରଡେଭିଲ୍ସ

ନୂଆଦିଲ୍ଲୀ: ମୁଖ୍ୟ କୋଚ୍ ପଦବୀରୁ ଗ୍ୟାରି କ୍ରିଷ୍ଟନଙ୍କୁ ସୋମବାର ବହିଷ୍କୃତ କରିଛି ଦିଲ୍ଲୀ ଡେୟାରଡେଭିଲ୍ସ। ଏନେଇ ଦଳର ଫ୍ରାଞ୍ଚାଇଜ୍ ଜିଏମଆର ଗ୍ରୁପ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଗତ ଦୁଇଟି ସିଜିନ ଧରି ଗ୍ୟାରି ଦିଲ୍ଲୀ ଡିୟାରଡେଭିଲ୍ସର କୋଚ୍ ରହିଥିବା ସତ୍ତ୍ୱେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ରହିଥିଲା। ସେଥିପାଇଁ ତାଙ୍କୁ ଆଉ ସେହି ପଦବୀରେ ମ୍ୟାନେଜମେଣ୍ଟ ରଖିବାକୁ ଚାହିଁଲା ନାହିଁ। ସୂଚନାଯୋଗ୍ୟ, ୨୦୧୧ ବିଶ୍ୱ କପରେ ଭାରତୀୟ ଦଳ ଚାମ୍ପିଅନ ହୋଇଥିବା ବେଳେ ଗ୍ୟାରିଙ୍କର […]

Gary-Kirsten-GI

Gary-Kirsten-GI

Rakesh Mallick
  • Published: Monday, 07 December 2015
  • Updated: 07 December 2015, 10:45 AM IST

ନୂଆଦିଲ୍ଲୀ: ମୁଖ୍ୟ କୋଚ୍ ପଦବୀରୁ ଗ୍ୟାରି କ୍ରିଷ୍ଟନଙ୍କୁ ସୋମବାର ବହିଷ୍କୃତ କରିଛି ଦିଲ୍ଲୀ ଡେୟାରଡେଭିଲ୍ସ। ଏନେଇ ଦଳର ଫ୍ରାଞ୍ଚାଇଜ୍ ଜିଏମଆର ଗ୍ରୁପ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଗତ ଦୁଇଟି ସିଜିନ ଧରି ଗ୍ୟାରି ଦିଲ୍ଲୀ ଡିୟାରଡେଭିଲ୍ସର କୋଚ୍ ରହିଥିବା ସତ୍ତ୍ୱେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ରହିଥିଲା। ସେଥିପାଇଁ ତାଙ୍କୁ ଆଉ ସେହି ପଦବୀରେ ମ୍ୟାନେଜମେଣ୍ଟ ରଖିବାକୁ ଚାହିଁଲା ନାହିଁ।

ସୂଚନାଯୋଗ୍ୟ, ୨୦୧୧ ବିଶ୍ୱ କପରେ ଭାରତୀୟ ଦଳ ଚାମ୍ପିଅନ ହୋଇଥିବା ବେଳେ ଗ୍ୟାରିଙ୍କର ବେଶ୍ ଅବଦାନ ରହିଥିଲା। ସେ ସେତେବେଳେ ଟିମ୍ ଇଣ୍ଡିଆର କୋଚ୍ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story