ମୁମ୍ବାଇ ଇଣ୍ଡିଆନ୍ସ ଖେଳିଲା ୨୦୦ତମ ଟି-୨୦ ମ୍ୟାଚ୍

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ମୁମ୍ବାଇ ବିଶ୍ୱର ପ୍ରଥମ ଟିମ୍ ଭାବେ ୨୦୦ ଟି-୨୦ ମ୍ୟାଚ୍ ଖେଳିବାର ବିଶ୍ୱ ରେକର୍ଡ କରିଛି। ଏହି ମାମଲାରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଂଲିଶ କାଉଣ୍ଟି କ୍ଲବ୍ ସମରସେଟକୁ ପଛରେ ପକାଇ ଦେଇଛି। ସମରସେଟ୍ ଟି-୨୦ରେ ୧୯୯ ମ୍ୟାଚ୍ ଖେଳିଛି। ମୁମ୍ବାଇ ତିନିଥର ଆଇପିଏଲ୍ ଟାଇଟଲ୍ (୨୦୧୩, ୨୦୧୫, ୨୦୧୭) ଜିତିଥିବା ବେଳେ ଥରେ ଚାମ୍ପିଅନ୍ସ […]

m

m

Ranjit Kumar Jena
  • Published: Saturday, 13 April 2019
  • Updated: 13 April 2019, 06:17 PM IST

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ମୁମ୍ବାଇ ବିଶ୍ୱର ପ୍ରଥମ ଟିମ୍ ଭାବେ ୨୦୦ ଟି-୨୦ ମ୍ୟାଚ୍ ଖେଳିବାର ବିଶ୍ୱ ରେକର୍ଡ କରିଛି। ଏହି ମାମଲାରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଂଲିଶ କାଉଣ୍ଟି କ୍ଲବ୍ ସମରସେଟକୁ ପଛରେ ପକାଇ ଦେଇଛି।

ସମରସେଟ୍ ଟି-୨୦ରେ ୧୯୯ ମ୍ୟାଚ୍ ଖେଳିଛି। ମୁମ୍ବାଇ ତିନିଥର ଆଇପିଏଲ୍ ଟାଇଟଲ୍ (୨୦୧୩, ୨୦୧୫, ୨୦୧୭) ଜିତିଥିବା ବେଳେ ଥରେ ଚାମ୍ପିଅନ୍ସ ଲିଗ୍ ଟି-୨୦ ଟ୍ରଫି ମଧ୍ୟ ଜିତିଛି। ସମରସେଟ୍ ପରେ ତୃତୀୟ ସ୍ଥାନରେ ହାମ୍ପାଶାୟାର (୧୯୪ ମ୍ୟାଚ୍) ଟିମ୍ ରହିଛି।

ଚତୁର୍ଥ ସ୍ଥାନରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୧୮୮) ଓ ସସେକ୍ସ ଓ କୋଲକାତା ନାଇଟ୍ ରାଇଡର୍ସ (ଉଭୟେ ୧୮୭ ମ୍ୟାଚ୍) ପଞ୍ଚମ ସ୍ଥାନରେ ରହିଛନ୍ତି। ମୁମ୍ବାଇ ଆଇପିଏଲରେ ଏପର୍ଯ୍ୟନ୍ତ ୧୭୮ ମ୍ୟାଚ୍ ଖେଳିଛି। ଏଥିରେ ୧୦୧ ବିଜୟ ହାସଲ କରିଥିବା ବେଳେ ୭୫ଟିରେ ପରାସ୍ତ ହୋଇଛି। ଗୋଟିଏ ମ୍ୟାଚ୍ ବିନା ଫଳାଫଳ ରହିଛି। ତେବେ ମୁମ୍ବାଇ ତା'ର ବାକି ମ୍ୟାଚ୍ ଚାମ୍ପିଅନ୍ସ ଲିଗ୍ ଟି-୨୦ରେ ଖେଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story