ଦିଲ୍ଲୀକୁ ଦାବିଲା ମୁମ୍ବାଇ, ଶୀର୍ଷରେ ରୋହିତ ବାହିନୀ

ଅବୁଧାବି: ଯୁବ ବାହିନୀର ଦମରେ ପୁଣି ବାଜିମାତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ସୂର୍ଯ୍ୟ କୁମାର ଯାଦବ ଓ କ୍ୱିଣ୍ଟନ ଡି’କକଙ୍କ ଅର୍ଦ୍ଧଶତକ ଏବଂ ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବାଇ ପୁଣିଥରେ ଟେବୁଲ ଶୀର୍ଷକୁ ଫେରିଛି। ମୁମ୍ବାଇ ଏଯାଏ ୭ଟି ମ୍ୟାଚ୍‌ ଖେଳି ୫ଟିରେ ଜିତିଥିବା ବେଳେ ୨ଟିରେ ପରାସ୍ତ ହୋଇଛି। ଦିଲ୍ଲୀ ମଧ୍ୟ ସମାନ ସଂଖ୍ୟକ ମ୍ୟ୍ୟାଚ୍‌ରେ […]

d

d

Hemant Lenka
  • Published: Monday, 12 October 2020
  • Updated: 12 October 2020, 08:35 AM IST

Sports

Latest News

ଅବୁଧାବି: ଯୁବ ବାହିନୀର ଦମରେ ପୁଣି ବାଜିମାତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ସୂର୍ଯ୍ୟ କୁମାର ଯାଦବ ଓ କ୍ୱିଣ୍ଟନ ଡି’କକଙ୍କ ଅର୍ଦ୍ଧଶତକ ଏବଂ ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବାଇ ପୁଣିଥରେ ଟେବୁଲ ଶୀର୍ଷକୁ ଫେରିଛି। ମୁମ୍ବାଇ ଏଯାଏ ୭ଟି ମ୍ୟାଚ୍‌ ଖେଳି ୫ଟିରେ ଜିତିଥିବା ବେଳେ ୨ଟିରେ ପରାସ୍ତ ହୋଇଛି। ଦିଲ୍ଲୀ ମଧ୍ୟ ସମାନ ସଂଖ୍ୟକ ମ୍ୟ୍ୟାଚ୍‌ରେ ୫ଟି ବିଜୟ ଓ ୨ଟି ପରାଜୟ ବରଣ କରିଛି। ତେବେ ନେଟ୍‌ ରନ୍‌ ରେଟ୍‌ ଆଧାରରେ ମୁମ୍ବାଇ ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି।

ଗତକାଲି ରାତିରେ ଅବୁଧାବିରେ ଖେଳା ଯାଉଥିବା ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍‌ରେ ୧୬୨ ରନ୍‌ କରିଥିଲା। ଏହାର ଜବାବରେ ମୁମ୍ବାଇ ୨ଟି ବଲ ପୂର୍ବରୁ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି। ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ମୁମ୍ବାଇ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା(୫)ଙ୍କୁ ହରାଇଥିଲା। ତେବେ ଦ୍ୱିତୀୟ ୱିକେଟ ପାଇଁ ଡି’କକ ଓ ସୂର୍ଯ୍ୟ କୁମାର ଯାଦବ ୪୬ ରନ୍‌ ଭାଗିଦାରୀ କରିଥିଲେ।

ଏଥିସହ ଡି’କକ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୩ ରନ୍‌ କରିଥିବା ବେଳେ ରବି ଅଶ୍ୱିନଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହାପରେ ସୂର୍ଯ୍ୟ କୁମାର ଯାଦବ(୫୩) ଓ ଇଶାନ ଦମଦାର ବ୍ୟାଟିଂ କରିଥିଲେ। ସୂର୍ଯ୍ୟ କୁମାର ଆଉଟ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ସେ ଖାତା ଖୋଲି ପାରି ନଥିଲେ।

ଇଶାନ କିଶନ କିନ୍ତୁ ୧୫ ବଲରେ ବିସ୍ଫୋରକ ୨୮ ରନ୍‌ କରି ମୁମ୍ବାଇ ପଞ୍ଝାକୁ ମ୍ୟାଚ୍‌ ଆଣି ଦେଇଥିଲେ। ଶେଷରେ ପୋର୍ଲାଡ(୧୧) ଓ କୃନାଲ ପଣ୍ଡ୍ୟା(୧୨) ମୁମ୍ବାଇ ୨ଟି ବଲ ପୂର୍ବରୁ ବିଜୟୀ କରାଇଥିଲେ।

ଏହାପୂର୍ବରୁ ଶିଖର ଧୱନଙ୍କ ଅପରାଜିତ ୬୯ ଓ ଶ୍ରେୟସ ଆୟରଙ୍କ ୪୨ ରନ୍‌ ବଳରେ ଦିଲ୍ଲୀ ୧୬୨ ରନ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story