କୋଲକାତାକୁ ହରାଇ ମୁମ୍ବାଇ ଫାଇନାଲରେ

ବାଙ୍ଗାଲୋର: କୋଲକାତାକୁ ୬ ୱିକେଟ୍‌ରେ ହରାଇ ମୁମ୍ବାଇ ଫାଇନାଲରେ। ଆଜିର ଏହି ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍‌ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୧୦୭ ରନ କରିଥିଲା। ଜବାବରେ ମୁମ୍ବାଇ ମାତ୍ର ୧୪.୩ ଓଭରରେ ୪ ୱିକେଟ୍‌ ହରାଇ ଲକ୍ଷ୍ୟ ପୁରଣ କରିପାରିଥିଲା । ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମୁମ୍ବାଇର ବୋଲିଂ ଆଗରେ କୋଲକାତା ବ୍ୟାଟ୍ସମ୍ୟାନ୍‌ ତିଷ୍ଟି ପାରିନଥିଲେ। ମୁମ୍ବାଇ ପକ୍ଷରୁ କର୍ଣ୍ ଶର୍ମା ସର୍ବାଧିକ ୪ ୱିକେଟ୍‌ ନେଇଥିବା ବେଳେ କ୍ରୁନାଲ ପାଣ୍ଡ୍ୟା ୪୫ରନ କରି […]

mi

Rakesh Mallick
  • Published: Friday, 19 May 2017
  • , Updated: 19 May 2017, 11:26 PM IST

ବାଙ୍ଗାଲୋର: କୋଲକାତାକୁ ୬ ୱିକେଟ୍‌ରେ ହରାଇ ମୁମ୍ବାଇ ଫାଇନାଲରେ। ଆଜିର ଏହି ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍‌ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୧୦୭ ରନ କରିଥିଲା। ଜବାବରେ ମୁମ୍ବାଇ ମାତ୍ର ୧୪.୩ ଓଭରରେ ୪ ୱିକେଟ୍‌ ହରାଇ ଲକ୍ଷ୍ୟ ପୁରଣ କରିପାରିଥିଲା । ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମୁମ୍ବାଇର ବୋଲିଂ ଆଗରେ କୋଲକାତା ବ୍ୟାଟ୍ସମ୍ୟାନ୍‌ ତିଷ୍ଟି ପାରିନଥିଲେ। ମୁମ୍ବାଇ ପକ୍ଷରୁ କର୍ଣ୍ ଶର୍ମା ସର୍ବାଧିକ ୪ ୱିକେଟ୍‌ ନେଇଥିବା ବେଳେ କ୍ରୁନାଲ ପାଣ୍ଡ୍ୟା ୪୫ରନ କରି ଦଳକୁ ବିଜୟୀ କରାଇଥିଲେ।

Related story