ଓଡ଼ିଶା ବିପକ୍ଷ ରଣଜୀ: ୧୨୦ ରନ୍‌ରେ ମୁମ୍ୱାଇ ବିଜୟୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କିଟ୍‌ ପଡ଼ିଆରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚରେ ୧୨୦ ରନ୍‌ରେ ମୁମ୍ୱାଇ ବିଜୟୀ ହୋଇଛି। ମୁମ୍ୱାଇ ବିଜୟରେ ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ଧବର କୁଲ୍‌କର୍ଣ୍ଣି ଓ ଆକାଶ ପାରକର। ଉଭୟ ୩ଟି ଲେଖାଏଁ ୱିକେଟ୍‌ ନେଇ ଓଡ଼ିଶାକୁ ୨୯୨ ରନ୍‌ରେ ଅଲ୍‌ଆଉଟ୍‌ କରିଦେଇଥିଲେ। ଗତକାଲି ୪୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଓଡ଼ିଶା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ସନ୍ଦୀପ ପଟ୍ଟନାୟକ ଓ ନଟରାଜ ବେହେରା। ମାତ୍ର […]

ranjitrophy

ranjitrophy

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 05:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କିଟ୍‌ ପଡ଼ିଆରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚରେ ୧୨୦ ରନ୍‌ରେ ମୁମ୍ୱାଇ ବିଜୟୀ ହୋଇଛି। ମୁମ୍ୱାଇ ବିଜୟରେ ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ଧବର କୁଲ୍‌କର୍ଣ୍ଣି ଓ ଆକାଶ ପାରକର। ଉଭୟ ୩ଟି ଲେଖାଏଁ ୱିକେଟ୍‌ ନେଇ ଓଡ଼ିଶାକୁ ୨୯୨ ରନ୍‌ରେ ଅଲ୍‌ଆଉଟ୍‌ କରିଦେଇଥିଲେ।

ଗତକାଲି ୪୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଓଡ଼ିଶା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ସନ୍ଦୀପ ପଟ୍ଟନାୟକ ଓ ନଟରାଜ ବେହେରା। ମାତ୍ର ବେଶୀ ସମୟ ମୁମ୍ୱାଇ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ। ସନ୍ଦୀପ ୩ ରନ୍‌ ଓ ନଟରାଜ୍‌ ୨୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଗୋବିନ୍ଦ ପୋର୍ଦ୍ଦାର ଗୋଟିଏ ପାର୍ଶ୍ୱରେ ଧାର୍ଯ୍ୟପୂର୍ଣ୍ଣ ଭାବେ ବ୍ୟାଟି କରିଥିଲେ। ମାତ୍ର ଅପରପକ୍ଷରେ ଗୋଟିଏ ପରେ ଗୋଟିଏ ୱିକେଟ୍‌ ଯାଇଥିଲେ। ଗତକାଲି ଖେଳ ଶେଷ ସୁଦ୍ଧା ଓଡ଼ିଶା ୯୩ ରନ୍‌ରେ ୪ଟି ୱିକେଟ୍‌ ହରାଇଥିଲା। ଆଜି ଗୋବିନ୍ଦ ୮୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଶୁଭ୍ରାଂଶୁ ସେନାପତି ୧୩, ଦୀପକ ବେହେରା ଶୂନ, ଶାନ୍ତନୁ ମିଶ୍ର ୪୯, ବିପ୍ଳବ ସାମନ୍ତରାୟ ୩୧, ସୌରଭ ରାୱତ ୨୯, ସୂର୍ଯ୍ୟକାନ୍ତ ପ୍ରଧାନ ୩୨, ବସନ୍ତ ମହାନ୍ତି ୧୦ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଧୀରଜ ସିଂହ ଶୂନ କରି ନଟ୍‌ଆଉଟ୍‌ ଅଛନ୍ତି। ଫଳରେ ଓଡ଼ିଶା ୨୯୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story