ମୁମ୍ବାଇ ମୁଣ୍ଡରେ ବିଜୟୀ ମୁକୁଟ; ତୃତୀୟ ଥର ପାଇଁ ଆଇପିଏଲ୍ ଚାମ୍ପିଅନ୍

ମୁମ୍ବାଇ: ମୁମ୍ବାଇ ଇଣ୍ଡିଅାନ୍ସକୁ ଅାଇପିଏଲ୍‌ ସିଜନ୍‌ ଟେନ୍‌ର ମୁକୁଟ।  ପୁଣେ ସୁପର ଜିଅାଣ୍ଟସ୍‌କୁ ୧ ରନରେ ପରାସ୍ତ କରି ଟାଇଟଲ ହାସଲ କରିଛି ମୁମ୍ବାଇ ଇଣ୍ଡିଅାନ୍ସ। ତୃତୀୟ ଥର ପାଇଁ ମୁମ୍ବାଇ ଏହି ଟାଇଟଲ ହାସଲ କରିଛି।  ମ୍ୟାଚର ଶେଷ ଓଭରରେ ବିଜୟ ହାସଲ କରିଥିଲା ଦଳ।  ଜନସନଙ୍କ ଅାକ୍ରମଣାତ୍ମକ ବୋଲିଂ ଫଳରେ ପରାଜୟର ସାମନା କରିଥିଲା ପୁଣେ ସୁପର ଜିଅାଣ୍ଟ୍‌ସ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଅାନ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ୱିକେଟ୍ […]

2

Rakesh Mallick
  • Published: Monday, 22 May 2017
  • , Updated: 22 May 2017, 10:05 AM IST

ମୁମ୍ବାଇ: ମୁମ୍ବାଇ ଇଣ୍ଡିଅାନ୍ସକୁ ଅାଇପିଏଲ୍‌ ସିଜନ୍‌ ଟେନ୍‌ର ମୁକୁଟ।  ପୁଣେ ସୁପର ଜିଅାଣ୍ଟସ୍‌କୁ ୧ ରନରେ ପରାସ୍ତ କରି ଟାଇଟଲ ହାସଲ କରିଛି ମୁମ୍ବାଇ ଇଣ୍ଡିଅାନ୍ସ। ତୃତୀୟ ଥର ପାଇଁ ମୁମ୍ବାଇ ଏହି ଟାଇଟଲ ହାସଲ କରିଛି।  ମ୍ୟାଚର ଶେଷ ଓଭରରେ ବିଜୟ ହାସଲ କରିଥିଲା ଦଳ।  ଜନସନଙ୍କ ଅାକ୍ରମଣାତ୍ମକ ବୋଲିଂ ଫଳରେ ପରାଜୟର ସାମନା କରିଥିଲା ପୁଣେ ସୁପର ଜିଅାଣ୍ଟ୍‌ସ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଅାନ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ୱିକେଟ୍  ହରାଇ ମାତ୍ର ୧୨୯ ରନ୍ କରିଥିଲା। ଦଳ ପାଇଁ କୁନାଲ ପାଣ୍ଡ୍ୟା ସର୍ବାଧିକ ୪୭ରନ ସଂଗ୍ରହ କରିଥିଲେ।  ତେବେ ୧୩୦ ଟାର୍ଗେଟକୁ ହାସଲ କରି ପାରି ନ ଥିଲା ପୁଣେ।  ୬ଟି  ୱିକେଟ ହରାଇ ମାତ୍ର ୧୨୮ କରିପାରିଥିଲା।  ଜନସନଙ୍କୁ ୩ଟି ଏବଂ ଜସପ୍ରିତ ବୁମରାଙ୍କୁ  ୨ଟି ୱିକେଟ ମିଳିଥିଲା।

କୁନାଲ ପାଣ୍ଡ୍ୟାଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା।

Related story