ବିଜୟ ଓ କୁଲ୍‌ଦୀପ୍ ଆଉଟ୍‌, ପୃଥ୍ୱୀ ଓ ହନୁମା ଇନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ସରିଯାଇଛି। ଏଥିରେ ଭାରତ ୨୦୩ ରନ୍‌ରେ ବିଜୟୀ ହୋଇଛି। ଫଳରେ ପ୍ରଥମ ଦୁଇଟି ଟେଷ୍ଟ୍‌ରେ ପରାଜୟ ପରେ ତୃତୀୟ ଟେଷ୍ଟରେ ବିଜୟ ଦଳର ଆତ୍ମବିଶ୍ୱାସ ବଢ଼ାଇଛି। ଚତୁର୍ଥ ଟେଷ୍ଟ୍ ମ୍ୟାଚ୍‌ ଅଗଷ୍ଟ ୩୦ ତାରିଖରୁ ଏବଂ ପଞ୍ଚମ ମ୍ୟାଚ୍ ସେପ୍ଟେମ୍ବର ୧୧ ତାରିଖରୁ ଆରମ୍ଭ ହେବ। ତେବେ ତା’ପୂର୍ବରୁ ଏହି ଦୁଇ ମ୍ୟାଚ୍ ପାଇଁ ବିସିସିଆଇ ଦଳ ଘୋଷଣା କରିଛି। ଏଥିରେ ଦୁଇ ଜଣ ନୂଆ ଖେଳାଳିଙ୍କୁ ସାମିଲ […]

pruthi

pruthi

Jitendra Garnayak
  • Published: Thursday, 23 August 2018
  • Updated: 23 August 2018, 07:26 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ସରିଯାଇଛି। ଏଥିରେ ଭାରତ ୨୦୩ ରନ୍‌ରେ ବିଜୟୀ ହୋଇଛି। ଫଳରେ ପ୍ରଥମ ଦୁଇଟି ଟେଷ୍ଟ୍‌ରେ ପରାଜୟ ପରେ ତୃତୀୟ ଟେଷ୍ଟରେ ବିଜୟ ଦଳର ଆତ୍ମବିଶ୍ୱାସ ବଢ଼ାଇଛି।

ଚତୁର୍ଥ ଟେଷ୍ଟ୍ ମ୍ୟାଚ୍‌ ଅଗଷ୍ଟ ୩୦ ତାରିଖରୁ ଏବଂ ପଞ୍ଚମ ମ୍ୟାଚ୍ ସେପ୍ଟେମ୍ବର ୧୧ ତାରିଖରୁ ଆରମ୍ଭ ହେବ। ତେବେ ତା’ପୂର୍ବରୁ ଏହି ଦୁଇ ମ୍ୟାଚ୍ ପାଇଁ ବିସିସିଆଇ ଦଳ ଘୋଷଣା କରିଛି।

bcciଏଥିରେ ଦୁଇ ଜଣ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଓ ବୋଲର କୁଲ୍‌ଦୀପ୍‌ ଯାଦବଙ୍କୁ ବାଦ୍ ଦିଆଯାଇଛି।

ଟିମ୍‌ରେ ସାମିଲ ହୋଇଥିବା ଦୁଇ ନୂଆ ଖେଳାଳି ହେଲେ ୧୮ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଓ ଆନ୍ଧ୍ରପ୍ରଦେଶର ଅଲ୍‌ରାଉଣ୍ଡର୍‌ ହନୁମା ବିହାରୀ।

ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ତୃତୀୟ ଟେଷ୍ଟରେ ଆହତ ହୋଇଥିବା କାରଣରୁ ହନୁମାଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ସେହିଭଳି ଓପନର୍ ମୁରଲୀ ବିଜୟ ଖରାପ ଫର୍ମ ଦେଇ ଗତି କରୁଥିବା ଯୋଗୁ ତାଙ୍କ ବଦଳରେ ପୃଥ୍ୱୀଙ୍କୁ ଟିମ୍‌ରେ ନିଆଯାଇଛି।

[caption id="attachment_266840" align="alignnone" width="750"]HanumaVihari ହନୁମା ବିହାରୀ (ଫଟୋ ସୌଜନ୍ୟ-CricTracker)[/caption]

ଶ’ ଅଣ୍ଡର-୧୯ ଟିମ୍‌ର ଅଧିନାୟକ ଥିଲେ। ଗତ ଫେବ୍ରୁଆରୀ ମାସରେ ଭାରତ ଅଣ୍ଡର-୧୯ ବିଶ୍ୱକପ୍ ଜିତିଥିଲା। ତା’ପରେ ତାଙ୍କୁ ଭାରତ ଏ ଟିମ୍‌ରେ ସାମିଲ କରାଯାଇଥିଲା। ସେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଆଇପିଏଲ୍ ମଧ୍ୟ ଖେଳିଥିଲେ।

ଭାରତ ଏ ଓ ଦକ୍ଷିଣ ଆଫ୍ରିକା ଅଣଆନୁଷ୍ଠାନିକ ଟେଷ୍ଟରେ ୧୪୮ ରନ୍‌ର ପାଳି ଖେଳି ଚୟନକର୍ତ୍ତାଙ୍କ ଦୃଷ୍ଟିକୁ ଆସିଥିଲେ ୨୪ ବର୍ଷୀୟ ହନୁମା। ୬୩ଟି ଫାଷ୍ଟ୍‌ କ୍ଲାସ୍ ମ୍ୟାଚ୍ ଖେଳିଥିବା ବିହାରୀ ୫୯.୭୯ ଆଭେରେଜ୍‌ରେ ୪୮୨୧ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story