ଶ୍ରୀଲଙ୍କାର ଏହି ମହାନ କ୍ରିକେଟରଙ୍କ ଉପରେ ହେବ ବାୟୋପିକ୍

କଲମ୍ବୋ: ଶ୍ରୀଲଙ୍କାର ମହାନ୍ ସ୍ପିନର୍ ମୁଥିଆ ମୁରଲିଧରନଙ୍କ ଜୀବନୀ ଉପରେ ତାମିଲରେ ଏକ ଫିଲ୍ମ ନିର୍ମାଣ କରାଯିବ। ତାମିଲ୍ ସୁପରଷ୍ଟାର୍ ବିଜୟ ସେଥୁପତି ଏଥିରେ ମୁରଲିଧରନଙ୍କ ଭୂମିକା ତୁଲାଇବେ। ଏହି ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ଦେବେ ଏମଏସ୍ ଶ୍ରୀପତି। ତେବେ ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଫିଲ୍ମଟି ମୂଳରୁପରେ ତାମିଲରେ ହେବ ଏବଂ ଏହାକୁ ପୂରା ଦୁନିଆରେ ଅନ୍ୟ ଭାଷାରେ ରିଲିଜ୍ କରାଯିବ। ଏହି ଫିଲ୍ମକୁ ନେଇ ମୁରଲିଧରନ ବେଶ୍ ଉତ୍ସାହିତ ଅଛନ୍ତି। ସେ […]

murali

murali

Ranjit Kumar Jena
  • Published: Thursday, 25 July 2019
  • Updated: 25 July 2019, 06:33 PM IST

Sports

Latest News

କଲମ୍ବୋ: ଶ୍ରୀଲଙ୍କାର ମହାନ୍ ସ୍ପିନର୍ ମୁଥିଆ ମୁରଲିଧରନଙ୍କ ଜୀବନୀ ଉପରେ ତାମିଲରେ ଏକ ଫିଲ୍ମ ନିର୍ମାଣ କରାଯିବ। ତାମିଲ୍ ସୁପରଷ୍ଟାର୍ ବିଜୟ ସେଥୁପତି ଏଥିରେ ମୁରଲିଧରନଙ୍କ ଭୂମିକା ତୁଲାଇବେ। ଏହି ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ଦେବେ ଏମଏସ୍ ଶ୍ରୀପତି। ତେବେ ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଫିଲ୍ମଟି ମୂଳରୁପରେ ତାମିଲରେ ହେବ ଏବଂ ଏହାକୁ ପୂରା ଦୁନିଆରେ ଅନ୍ୟ ଭାଷାରେ ରିଲିଜ୍ କରାଯିବ।

ଏହି ଫିଲ୍ମକୁ ନେଇ ମୁରଲିଧରନ ବେଶ୍ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, ମୁଁ ନିଜକୁ ସମ୍ମାନିତ ମନେ କରୁଛି। ମୁଁ ଖୁସି ଯେ ବିଜୟଙ୍କ ଭଳି ଅଭିଜ୍ଞ ଅଭିନେତା ମୋ ଭୂମିକା ତୁଲାଇବେ। ମୁଁ ଏହି ଫିଲ୍ମର କ୍ରିଏଟିଭ୍ ଟିମ୍ ସହ ସମ୍ପର୍କରେ ଅଛି ଏବଂ ଗତ କିଛି ମାସ ହେବ ଫିଲ୍ମ ନିର୍ମାଣ ପ୍ରକ୍ରିୟାରେ ମଧ୍ୟ ସାମିଲ୍ ଅଛି। ଏହି ଫିଲ୍ମ ୨୦୨୦ରେ ରିଲିଜ୍ ହେବ ବୋଲି ଆଶା କରୁଛି।

ଅନ୍ୟପକ୍ଷରେ ବିଜୟ ସେଥୁପତି କହିଛନ୍ତି, ମୁରଲିଧରନଙ୍କ ଭଳି କିମ୍ବଦନ୍ତୀ ସ୍ପିନରଙ୍କ ଭୂମିକା ତୁଲାଇବା ମୋ ପାଇଁ ଚ୍ୟାଲେଞ୍ଜିଂ ହେବ। ମୁରଲିଧରନ ମୂଳ ତାମିଲର ଜଣେ ମହାନ୍ ଖେଳାଳି, ଯିଏ ପୂରା ଦୁନିଆର ନିଜର ଦବଦବା ଦେଖାଇଛନ୍ତି। ମୁଁ ଖୁସି ଯେ, ମୁରଲି ନିଜେ ଏହି ପ୍ରୋଜେକ୍ଟ ସହ ଯୋଡ଼ି ହୋଇଛନ୍ତି ଏବଂ କ୍ରିକେଟ୍ ସମ୍ବନ୍ଧିତ ମାମଲାରେ ସେ ମୋତେ ସଠିକ୍ ବାଟ ଦେଖାଉଛନ୍ତି।

ମୁରଲିଧରନ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ସର୍ବାଧିକ ୱିକେଟ୍ ହାସଲ କରିଛନ୍ତି। ସେ ୧୩୩ ଟେଷ୍ଟରେ ୮୦୦ ଏବଂ ୩୫୦ ଦିନିକିଆରେ ୫୩୪ ୱିକେଟ୍ ନେଇଛନ୍ତି। ତେବେ କ୍ରିକେଟ୍ କ୍ୟାରିଅର୍ ଭିତରେ ମୁରଲିଙ୍କ ବୋଲିଂ ଆକ୍ସନକୁ ନେଇ ପ୍ରଶ୍ନ ଉଠିଥିଲା। ଅନେକଥର ତାଙ୍କ ଆକ୍ସନକୁ ନେଇ ଅଭିଯୋଗ କରାଯାଇଥିଲା। ଏହା ସତ୍ତ୍ୱେ ସେ ସବୁ ବିବାଦକୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ବୋଲର ହୋଇଥିଲେ।

ସେ ଆଇପିଏଲ୍ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ସହ ବୋଲିଂ କୋଚ୍ ଭାବେ ଯୋଗ ଦେଇଛନ୍ତି। ମୁରଲିଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି, ମହମ୍ମଦ ଆଝାରୁଦ୍ଦିନ, ସନ୍ଦୀପ ସିଂହ, ମିଲଖା ସିଂହ, ମ୍ୟାରୀ କମଙ୍କ ଜୀବନୀ ଉପରେ ମଧ୍ୟ ଫିଲ୍ମ ନିର୍ମାଣ ହୋଇଛି। ଏବେ ସାଇନା ନେହ୍ୱାଲ, ୧୯୮୩ ବିଶ୍ୱକପ୍ ବିଜେତା ଭାରତୀୟ ଟିମ୍ ଉପରେ ମଧ୍ୟ ଫିଲ୍ମ ଶୁଟିଂ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story