ସୁଟିଂ: ଏସିଆରେ ନାରଙ୍ଗ ଏକ ନମ୍ବର

ନୂଆଦିଲ୍ଲୀ : ନିଜର ପୁରୁଣା ଫର୍ମକୁ ଫେରିଛନ୍ତି ଭାରତୀୟ ସୁଟର୍ ଗଗନ ନାରଙ୍ଗ। ପୁରୁଷ ୫୦ ମିଟର ରାଇଫଲ୍ ପ୍ରୋନ୍ ସୁଟିଂ ବର୍ଗରେ ସେ ବନିଯାଇଛନ୍ତି ଏସିଆର ଏକ ନମ୍ବର ଖେଳାଳି। ୩୨ ବର୍ଷୀୟ ନାରଙ୍ଗ ୯୭୧ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନର ଶେଙ୍ଗବୋ ଝାଓ ୮୯୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଭାରତର ଆଉ ଜଣେ ଜଣାଶୁଣା ସୁଟର୍ ତଥା ପିସ୍ତଲ କିଙ୍ଗ୍ କୁହାଯାଉଥିବା ଜିତୁ ରାୟ ପୁରୁଷ […]

gagan narang

gagan narang

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 12:46 PM IST

Sports

Latest News

gagan narangନୂଆଦିଲ୍ଲୀ : ନିଜର ପୁରୁଣା ଫର୍ମକୁ ଫେରିଛନ୍ତି ଭାରତୀୟ ସୁଟର୍ ଗଗନ ନାରଙ୍ଗ। ପୁରୁଷ ୫୦ ମିଟର ରାଇଫଲ୍ ପ୍ରୋନ୍ ସୁଟିଂ ବର୍ଗରେ ସେ ବନିଯାଇଛନ୍ତି ଏସିଆର ଏକ ନମ୍ବର ଖେଳାଳି।

୩୨ ବର୍ଷୀୟ ନାରଙ୍ଗ ୯୭୧ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନର ଶେଙ୍ଗବୋ ଝାଓ ୮୯୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସେହିପରି ଭାରତର ଆଉ ଜଣେ ଜଣାଶୁଣା ସୁଟର୍ ତଥା ପିସ୍ତଲ କିଙ୍ଗ୍ କୁହାଯାଉଥିବା ଜିତୁ ରାୟ ପୁରୁଷ ୫୦ ମିଟର ପିସ୍ତଲ ବର୍ଗରେ ୧୦୨୯ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ବର୍ଗରେ ପ୍ରଥମ ସ୍ଥାନରେ ରହିଛନ୍ତି କୋରିଆର ଜୋଙ୍ଗୋହ ଜିନ୍।

ବେଜିଂ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତି ଥିବା ଅଭିନବ ବିନ୍ଦ୍ରା ୧୦ ମିଟର ଏୟାର ରାଇଫଲ ବର୍ଗରେ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହି ବର୍ଗରେ ଗଗନ ନାରଙ୍ଗ ୭ ନମ୍ବର ସ୍ଥାନରେ ରହିଛନ୍ତି।

ସେହିପରି ୨୫ ମିଟର ରାପିଡ୍ ଫାୟାର ପିସ୍ତଲ ବର୍ଗରେ ଗୁରପ୍ରୀତ ସିଂହ ୫ମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story