ରିଓ ଅଲିମ୍ପିକ୍‌ ୫୦ ମିଟର ରାଇଫଲ: ଯୋଗ୍ୟତା ଅର୍ଜନ କରିପାରିଲେନି ନାରଙ୍ଗ ଓ ଚୈନ୍‌

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ର ପୁରୁଷ ବର୍ଗ ୫୦ମିଟର ରାଇଫଲ ଇଭେଣ୍ଟରେ ଯୋଗ୍ୟତା ଅର୍ଜନ କରିପାରଲେନି ଭାରତୀୟ ଶୁଟର ଗଗନ ନାରଙ୍ଗ ଓ ଚୈନ ସିଂହ। ଚୈନ ସିଂହ ୪୪ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ୨୩ ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିବାବେଳେ ନାରଙ୍ଗ ୩୩ ତମ ସ୍ଥାନରେ ରିଓ ଅଭିଯାନ ଶେଷ କରିଛନ୍ତି। ବିନା କୌଣସି ପଦକରେ ଅଭିଯାନ ଶେଷ କରିଛନ୍ତି ଏହି ଦୁଇ ଏହି ପ୍ରତିଯୋଗିତାରେ ପ୍ରଥମ ୮ ଜଣ ପ୍ରତିଯୋଗୀ ପରବର୍ତ୍ତୀ […]

narang

Rakesh Mallick
  • Published: Sunday, 14 August 2016
  • , Updated: 14 August 2016, 09:39 PM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ର ପୁରୁଷ ବର୍ଗ ୫୦ମିଟର ରାଇଫଲ ଇଭେଣ୍ଟରେ ଯୋଗ୍ୟତା ଅର୍ଜନ କରିପାରଲେନି ଭାରତୀୟ ଶୁଟର ଗଗନ ନାରଙ୍ଗ ଓ ଚୈନ ସିଂହ।

ଚୈନ ସିଂହ ୪୪ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ୨୩ ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିବାବେଳେ ନାରଙ୍ଗ ୩୩ ତମ ସ୍ଥାନରେ ରିଓ ଅଭିଯାନ ଶେଷ କରିଛନ୍ତି। ବିନା କୌଣସି ପଦକରେ ଅଭିଯାନ ଶେଷ କରିଛନ୍ତି ଏହି ଦୁଇ ଏହି ପ୍ରତିଯୋଗିତାରେ ପ୍ରଥମ ୮ ଜଣ ପ୍ରତିଯୋଗୀ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇଛନ୍ତି।

Related story