କ୍ୟାଚ୍‌ ଧରି ଗିନିଜ୍‌ ବିଶ୍ୱ ରେକର୍ଡ ସ୍ଥାପନ କଲେ ନାସୀର ହୁସେନ୍‌

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସୀର ହୁସେନ ଆଜି ଗିନିଜ୍‌ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଅଧଇକ କ୍ୟାଚ୍‌ ଧରିବା ନେଇ ସେ ଏହି ରେକର୍ଡ ହାସଲ କରିଛନ୍ତି। ଇଂଲଣ୍ଡ ପକ୍ଷରୁ ୯୬ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଏହି କ୍ରିକେଟର ଜଣକ ଏକ ଡ୍ରୋନ୍‌ କ୍ୟାମ୍‌ରୁ ୩୨ ମିଟର ଉଚ୍ଚତାରୁ ପିଙ୍ଗା ଯାଇଥିବା ବଲ୍‌କୁ ଧରି ଏହି ରେକର୍ଡ ସ୍ଥାପନ କରିଛନ୍ତି।

nasser-hussain-guinness-world-record-0607

Rakesh Mallick
  • Published: Wednesday, 06 July 2016
  • , Updated: 06 July 2016, 06:30 PM IST

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସୀର ହୁସେନ ଆଜି ଗିନିଜ୍‌ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଅଧଇକ କ୍ୟାଚ୍‌ ଧରିବା ନେଇ ସେ ଏହି ରେକର୍ଡ ହାସଲ କରିଛନ୍ତି।

ଇଂଲଣ୍ଡ ପକ୍ଷରୁ ୯୬ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଏହି କ୍ରିକେଟର ଜଣକ ଏକ ଡ୍ରୋନ୍‌ କ୍ୟାମ୍‌ରୁ ୩୨ ମିଟର ଉଚ୍ଚତାରୁ ପିଙ୍ଗା ଯାଇଥିବା ବଲ୍‌କୁ ଧରି ଏହି ରେକର୍ଡ ସ୍ଥାପନ କରିଛନ୍ତି।

Related story