ଓଡ଼ିଶା-ହରିୟାଣା ରଣଜୀ ମୁକାବିଲା: ଅଧିନାୟକ ବିପ୍ଲବ ସାମନ୍ତରାୟ ଦଳରୁ ବାଦ

ଭୁବନେଶ୍ୱର: ଆସନ୍ତା ୧୫ରୁ ହରିୟାଣା ବିପକ୍ଷ ରଣଜୀ ମ୍ୟାଚ ପାଇଁ ଘୋଷଣା ହୋଇଛି ଓଡ଼ିଶା ଦଳ। ଏଥିରେ ଅଧିନାୟକ ବିପ୍ଳବ ବେହେରାଙ୍କୁ ଦଳରୁ ବାଦ ଦିଆଯାଇଛି । ଦଳର ଖରାପ ପ୍ରଦର୍ଶନ ଓ କର୍ଣ୍ଣାଟକ ବିପକ୍ଷ ମ୍ୟାଚରେ ପରାଜୟ ଯୋଗୁଁ ଟିମ ଓଡ଼ିଶାର ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି। ବିପ୍ଲବ ଦଳରୁ ବାଦ ପଡିବା ପରେ ନଟରାଜ ବେହେରାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଥିବା ୧୫ ଜଣିଆ ଟିମରେ […]

delhi-gangrape

delhi-gangrape

Rakesh Mallick
  • Published: Tuesday, 10 November 2015
  • Updated: 10 November 2015, 04:46 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୧୫ରୁ ହରିୟାଣା ବିପକ୍ଷ ରଣଜୀ ମ୍ୟାଚ ପାଇଁ ଘୋଷଣା ହୋଇଛି ଓଡ଼ିଶା ଦଳ। ଏଥିରେ ଅଧିନାୟକ ବିପ୍ଳବ ବେହେରାଙ୍କୁ ଦଳରୁ ବାଦ ଦିଆଯାଇଛି । ଦଳର ଖରାପ ପ୍ରଦର୍ଶନ ଓ କର୍ଣ୍ଣାଟକ ବିପକ୍ଷ ମ୍ୟାଚରେ ପରାଜୟ ଯୋଗୁଁ ଟିମ ଓଡ଼ିଶାର ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି। ବିପ୍ଲବ ଦଳରୁ ବାଦ ପଡିବା ପରେ ନଟରାଜ ବେହେରାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଥିବା ୧୫ ଜଣିଆ ଟିମରେ ଫର୍ମରେ ନ ଥିବା ରାଜେସ ଧୁପର, ଅମିତ ଦାସଙ୍କ ସ୍ଥାନରେ ଶୁଭ୍ରଜିତ୍ ସାହୁ, ଜୟନ୍ତ ବେହେରା ଓ ଗିରିଜା ରାଉତଙ୍କୁ ସାମିଲ କରାଯାଇଛି। ୧୫ ଜଣିଆ ଟିମ ସଦସ୍ୟମାନେ ହେଲେ ନଟରାଜ ବେହେରା (ଅଧିନାୟକ), ଗିରିଜା ରାଉତ, ଶିଭ୍ରଜିତ ସାହୁ (ୱିକେଟ୍ କିପର), ଗୋବିନ୍ଦ ପୋଦ୍ଦାର (ଉପ-ଅଧିନାୟକ), ଅନୁରାଗ ଷଡଙ୍ଗୀ, ପ୍ରତୀକ୍ ଦାସ, ରାଞ୍ଜିତ ସିଂହ, ହଳଧର ଦାସ (ୱିକେଟ କିପର), ବସନ୍ତ ମହାନ୍ତି, ଦୀପକ୍ ବେହେରା, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ସାହୁ, ଆଲୋକ ମଙ୍ଗରାଜ, ଧୀରଜ୍ ସିଂହ, ଜୟନ୍ତ ବେହେରା ।

ବିଜୟ କୁମାର ଦାସ (ମ୍ୟାନେଜର), ଦେବାଶିଷ ମହାନ୍ତି (କୋଚ୍), ରଶ୍ମୀ ରଞ୍ଜନ ପରିଡା (ବ୍ୟାଟିଂ କୋଚ୍), ଶୁଭକାନ୍ତ ସାହୁ (ଫିଜିଓ), ମନୋଜ ବିଶ୍ୱାଳ (ଟ୍ରେନର) ଓ ଶୁଭାଶିଷ ଭୁୟାଁ (ପର୍ଯ୍ୟବେକ୍ଷକ) ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story