ଏପ୍ରିଲ ୧୩ରେ ଆରସିବିରେ ଯୋଗଦେବେ କୁଲଟର ନାଇଲ୍‌

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ ଏଯାଏ ଗୋଟିଏ ହେଲେ ମ୍ୟାଚ୍‌ ଜିତି ପାରି ନଥିବା ବିରାଟ୍‌ କୋହଲିଙ୍କ ଆରସିବିକୁ ଖୁବ୍‌ଶୀଘ୍ର ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ନାଥନ କୁଲଟର ନାଇଲ୍‌ଙ୍କ ସହଯୋଗ ମିଳିବ। ଚଳିତ ଆଇପିଏଲ୍‌ ପାଇଁ କୁଲଟର ନାଇଲ୍‌ଙ୍କୁ ଆରସିବି କିଣିଥିଲେ ହେଁ ସେ ଜାତୀୟ ମ୍ୟାଚ୍‌ ପାଇଁ ଦଳ ସହ ସାମିଲ ହୋଇପାରି ନଥିଲେ। କିନ୍ତୁ ସେ ଏପ୍ରିଲ ୧୩ରେ ଆରସିବି କ୍ୟାମ୍ପରେ ଯୋଗଦେବେ ବୋଲି ଆଜି ଜଣାପଡ଼ିଛି। ଅଷ୍ଟ୍ରେଲିଆର ଅନ୍ୟତମ କ୍ରିକେଟର ମାର୍କସ ଷ୍ଟୋଇନିସ୍‌ ଓ […]

sa

sa

Hemant Lenka
  • Published: Saturday, 06 April 2019
  • Updated: 06 April 2019, 05:47 PM IST

Sports

Latest News

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ ଏଯାଏ ଗୋଟିଏ ହେଲେ ମ୍ୟାଚ୍‌ ଜିତି ପାରି ନଥିବା ବିରାଟ୍‌ କୋହଲିଙ୍କ ଆରସିବିକୁ ଖୁବ୍‌ଶୀଘ୍ର ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ନାଥନ କୁଲଟର ନାଇଲ୍‌ଙ୍କ ସହଯୋଗ ମିଳିବ।

ଚଳିତ ଆଇପିଏଲ୍‌ ପାଇଁ କୁଲଟର ନାଇଲ୍‌ଙ୍କୁ ଆରସିବି କିଣିଥିଲେ ହେଁ ସେ ଜାତୀୟ ମ୍ୟାଚ୍‌ ପାଇଁ ଦଳ ସହ ସାମିଲ ହୋଇପାରି ନଥିଲେ। କିନ୍ତୁ ସେ ଏପ୍ରିଲ ୧୩ରେ ଆରସିବି କ୍ୟାମ୍ପରେ ଯୋଗଦେବେ ବୋଲି ଆଜି ଜଣାପଡ଼ିଛି।

ଅଷ୍ଟ୍ରେଲିଆର ଅନ୍ୟତମ କ୍ରିକେଟର ମାର୍କସ ଷ୍ଟୋଇନିସ୍‌ ଓ କୁଲଟର ନାଇଲ୍‌ ଏକାଠି ଆରସିବି କ୍ୟାମ୍ପରେ ଯୋଗଦେବାର ଥିଲା। ଷ୍ଟୋଇନିସ୍‌ ପାକିସ୍ତାନ ବିପକ୍ଷ ସିରିଜ୍‌ ପରେ ତୁରନ୍ତ ବେଙ୍ଗାଲୁରୁ କ୍ୟାମ୍ପରେ ଯୋଗଦେବା ଦେବା ସହ ରାଜସ୍ଥାନ ଏବଂ କେକେଆର ବିପକ୍ଷ ମ୍ୟାଚ୍‌ ଖେଳିଥିଲେ। ହେଲେ କୁଲଟର ନାଇଲ୍‌ ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ।

ତେଣୁ ସେ ଆରସିବି କ୍ୟାମ୍ପରେ ଏପ୍ରିଲ ୧୩ରେ ଯୋଗଦେବେ ବୋଲି ଜଣାପଡ଼ିଛି। ଏପ୍ରିଲ ୧୩ରେ ଆରସିବି ଓ ପଞ୍ଜାବ ମଧ୍ୟରେ ମ୍ୟାଚ୍‌ ହେବ। ଏହାପୂର୍ବରୁ କୁଲଟର ନାଇଲ୍‌ ଭାରତ ଆସିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story