ଜାତୀୟ ଓପନ୍ ଆଥଲେଟିକ୍ ଚାମ୍ପିଅନସିପ୍: ୨୦୦ ମିଟର ଦୌଡ଼ରେ ଦୂତିଙ୍କୁ ସ୍ୱର୍ଣ୍ଣ, ଶ୍ରାବଣୀଙ୍କୁ ରୌପ୍ୟ

କୋଲକାତା: କୋଲକାତାରେ ଚାଲିଥିବା ୫୫ତମ ଜାତୀୟ ଓପନ୍ ଆଥଲେଟିକ୍ ଚାମ୍ପିଅନସିପରେ ପୁଣି କମାଲ କରିଛନ୍ତି ଦୁଇ ଓଡ଼ିଆ ଧାବିକା ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ। ଆଜି ୨୦୦ ମିଟର ଦୌଡ଼ରେ ଦୂତି ଜିତିଛନ୍ତି ସ୍ୱର୍ଣ୍ଣ ପଦବ। ସେହିପରି ଏଥିରେ ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ହାତେଇଛନ୍ତି। ୪ ଗୁଣା ୧୦୦ ମିଟର ରିଲେରେ ମଧ୍ୟ ଏହି ଦୁହେଁ ଆଜି କମାଲ କରିଛନ୍ତି। ଏହି ଇଭେଣ୍ଟରେ ସେମାନେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଜାତୀୟ ଓପନ୍ ଆଥଲେଟିକ୍ ଚାମ୍ପିଅନସିପରେ […]

shravaneeandduti

shravaneeandduti

Rakesh Mallick
  • Published: Saturday, 19 September 2015
  • Updated: 19 September 2015, 10:58 AM IST

Sports

Latest News

[caption id="attachment_33818" align="alignleft" width="300"]shravaneeandduti ଶ୍ରାବଣୀ ଓ ଦୂତି[/caption]

କୋଲକାତା: କୋଲକାତାରେ ଚାଲିଥିବା ୫୫ତମ ଜାତୀୟ ଓପନ୍ ଆଥଲେଟିକ୍ ଚାମ୍ପିଅନସିପରେ ପୁଣି କମାଲ କରିଛନ୍ତି ଦୁଇ ଓଡ଼ିଆ ଧାବିକା ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ। ଆଜି ୨୦୦ ମିଟର ଦୌଡ଼ରେ ଦୂତି ଜିତିଛନ୍ତି ସ୍ୱର୍ଣ୍ଣ ପଦବ। ସେହିପରି ଏଥିରେ ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ହାତେଇଛନ୍ତି। ୪ ଗୁଣା ୧୦୦ ମିଟର ରିଲେରେ ମଧ୍ୟ ଏହି ଦୁହେଁ ଆଜି କମାଲ କରିଛନ୍ତି। ଏହି ଇଭେଣ୍ଟରେ ସେମାନେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଜାତୀୟ ଓପନ୍ ଆଥଲେଟିକ୍ ଚାମ୍ପିଅନସିପରେ ଉଭୟେ ରେଲୱେ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି।

ଏହା ପୂର୍ବରୁ ଏହି ଚାମ୍ପିଅନସିପର ୧୦୦ ମିଟର ଦୌଡ଼ରେ ଗୁରୁବାର ଦୂତି ସ୍ୱର୍ଣ୍ଣ ପଦକ ଓ ଶ୍ରାବଣୀ ରୌପ୍ୟ ପଦକ ଜିତି ଥିଲେ।

ଓଡ଼ିଆ ସ୍ପିଣ୍ଟର ଦୂତିଙ୍କଠାରେ ଅଧିକମାତ୍ରାରେ ପୁରୁଷ ହର୍ମୋନ ଥିବା ଅଭିଯୋଗ ହୋଇଥିଲା । ଫଳରେ ସେ ୧୦୦ ମିଟର ଓ ୨୦୦ମିଟର ଦୈଡରୁ ବାଦ ପଡିଥିଲେ। ଏହି ଅଭିଯୋଗରୁ ମୁକିଳିବା ପରେ ଏହା ହେଉଛି ଦୂତିଙ୍କ ପ୍ରଥମ ଜାତୀୟ ଟୁର୍ନାମେଣ୍ଟ। ଏଥିରେ ସେ ତିନି ତିନିଟି ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିବା ସହ ଦୀର୍ଘଦିନ ଟ୍ରାକରୁ ଦୂରେଇ ରହିଥିଲେ ବି ତାଙ୍କ ପ୍ରଦର୍ଶନ ଉପରେ କିଛି ପ୍ରତିଭା ପଡି ନ ଥିବା ପ୍ରମାଣିତ କରି ଦେଖାଇଛନ୍ତି।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଆଥଲେଟ୍ ଦୂତି ଚାନ୍ଦ ପାଇବେ ଚଳିତ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର। ଇମ୍ଫା ଗ୍ରୁପ୍ ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ-ଇମ୍ପାକ୍ଟ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ଏକଲବ୍ୟ ପୁରସ୍କାର ବାବଦରେ ଦୂତିଙ୍କୁ ମାନପତ୍ର ସହ ନଗଦ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story