ଆସନ୍ତାକାଲିଠୁ ଜାତୀୟ ମୋଟରସାଇକେଲ ରେସିଂ ଚାମ୍ପିଅନ୍‌ସିପ୍‌

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତୀୟ ନ୍ୟାସନାଲ ମୋଟରସାଇକେଲ ରେସିଂ ଚାମ୍ପିଅନ୍‌ସିପ୍‌। ଏଥିରେ ଟିଭିଏସ୍‌ ହୋଣ୍ଡା ଓ ସୁଜୁକି ପରି ବାଇକ୍‌ ନିର୍ମାଣକାରୀ ସଂସ୍ଥାର ୨୫୦ରୁ ଅଧିକ ପ୍ରତିଯୋଗୀ ୩ଟି ବର୍ଗରେ ୨୦ଟି ରେସ୍‌ରେ ଭାଗନେବେ। ଏହା କେରି ମୋଟର ସ୍ପିଡ୍‌ୱେରେ ଆରମ୍ଭ ହେବ। ଚେନ୍ନାଇର ଅବସ୍ଥାପିତ ଏମ୍‌ଆରଏଫ ଟାୟାର୍ସ ଏହାର ଟାଇଟେଲ୍‌ ହୋଲ୍ଡର ରହିଛି।

Gixxer-Cup

Rakesh Mallick
  • Published: Thursday, 23 June 2016
  • , Updated: 23 June 2016, 05:12 PM IST

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତୀୟ ନ୍ୟାସନାଲ ମୋଟରସାଇକେଲ ରେସିଂ ଚାମ୍ପିଅନ୍‌ସିପ୍‌। ଏଥିରେ ଟିଭିଏସ୍‌ ହୋଣ୍ଡା ଓ ସୁଜୁକି ପରି ବାଇକ୍‌ ନିର୍ମାଣକାରୀ ସଂସ୍ଥାର ୨୫୦ରୁ ଅଧିକ ପ୍ରତିଯୋଗୀ ୩ଟି ବର୍ଗରେ ୨୦ଟି ରେସ୍‌ରେ ଭାଗନେବେ। ଏହା କେରି ମୋଟର ସ୍ପିଡ୍‌ୱେରେ ଆରମ୍ଭ ହେବ।

ଚେନ୍ନାଇର ଅବସ୍ଥାପିତ ଏମ୍‌ଆରଏଫ ଟାୟାର୍ସ ଏହାର ଟାଇଟେଲ୍‌ ହୋଲ୍ଡର ରହିଛି।

Related story