ନଭେମ୍ବରରେ ଅଷ୍ଟ୍ରେଲିଆ-ଦ.ଅଫ୍ରିକା ମଧ୍ୟରେ ଦିବାରାତ୍ର ଟେଷ୍ଟ

ମୁମ୍ବାଇ: ଆସନ୍ତା ନଭେମ୍ବରରେ ଆଡିଲିଡ୍‌ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିବା-ରାତ୍ର ଟେଷ୍ଟ ମ୍ୟାଚ୍‌ ହେବ। ଏହି ମ୍ୟାଚ୍‌ରେ ଗୋଲାପୀ ବଲ୍‌ ବ୍ୟବହାର କରାଯିବ। ଏନେଇ ଆଜି ସୂଚନା ଦେଇଛି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା। କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି,“୨୦୧୬ ନଭେମ୍ବର ୨୪ରେ ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚ୍‌ଟି ଦିବାରାତ୍ର ମ୍ୟାଚ୍‌ ହେବ। ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ପାଇଁ ଦୁଇଦଳର ସମସ୍ତ ଖେଳାଳିଙ୍କ ସହଯୋଗର ଆବଶ୍ୟକତା ରହିଛି। […]

day-night-test-kane-willimason

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 06:29 PM IST

ମୁମ୍ବାଇ: ଆସନ୍ତା ନଭେମ୍ବରରେ ଆଡିଲିଡ୍‌ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିବା-ରାତ୍ର ଟେଷ୍ଟ ମ୍ୟାଚ୍‌ ହେବ। ଏହି ମ୍ୟାଚ୍‌ରେ ଗୋଲାପୀ ବଲ୍‌ ବ୍ୟବହାର କରାଯିବ। ଏନେଇ ଆଜି ସୂଚନା ଦେଇଛି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା।

କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି,“୨୦୧୬ ନଭେମ୍ବର ୨୪ରେ ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚ୍‌ଟି ଦିବାରାତ୍ର ମ୍ୟାଚ୍‌ ହେବ। ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ପାଇଁ ଦୁଇଦଳର ସମସ୍ତ ଖେଳାଳିଙ୍କ ସହଯୋଗର ଆବଶ୍ୟକତା ରହିଛି। ଆମେ ଆଶା କରୁଛୁ ଯେ କ୍ରିକେଟ ଅଷ୍ଟ୍ରେଲିଆ ଏହାକୁ ସମ୍ମତ୍ତି ଦେବ।”

କ୍ରିକେଟ୍‌ ଦକ୍ଷିଣ ଆଫ୍ରିକାର ଏହି ପଦକ୍ଷେପ ନେଇ କ୍ରିକେଟ ଅଷ୍ଟ୍ରେଲିଆ ସମ୍ମତ୍ତି ପ୍ରକାଶ କରିଛି।

Related story