ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ୍‌ବଲ୍ ମହାନାୟକ କୋବେ ବ୍ରାଏଣ୍ଟଙ୍କ ମୃତ୍ୟୁ

କାଲିଫର୍ଣ୍ଣିଆ: ବାସ୍କେଟ୍‌ବଲ୍‌ର ମହାନାୟକ କୋବେ ବ୍ରାଏଣ୍ଟ (୪୧)ଙ୍କର ଏକ ହେଲିକପ୍ଟର ଦୁର୍ଘଟଣାରେ ରବିବାର ମୃତ୍ୟୁ ହୋଇଛି। ଘନ କୁହୁଡ଼ି ଯୋଗୁ ହୋଇଥିବା ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସସମ୍ତ ୯ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କୋବେ ବ୍ରାଏଣ୍ଟଙ୍କ ୧୩ ବର୍ଷୀୟା ଝିଅ  ମଧ୍ୟ ରହିଛି। ଗତକାଲି ବ୍ରାଏଣ୍ଟ  ନିଜ ଝିଅ ଜିଆନାଙ୍କ ସହ ଏହି ହେଲିକପ୍ଟରରେ ଯାତ୍ରା କରୁଥିଲେ। ହେଲିକପ୍ଟରଟି କାଲାବାସାସ୍  ଅତିକ୍ରମ କରୁଥିବା ବେଳେ ଏକ  ପାହାଡ଼ରେ  ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। […]

kobe-1

kobe-1

Niharika Rout
  • Published: Monday, 27 January 2020
  • Updated: 27 January 2020, 09:23 AM IST

Sports

Latest News

କାଲିଫର୍ଣ୍ଣିଆ: ବାସ୍କେଟ୍‌ବଲ୍‌ର ମହାନାୟକ କୋବେ ବ୍ରାଏଣ୍ଟ (୪୧)ଙ୍କର ଏକ ହେଲିକପ୍ଟର ଦୁର୍ଘଟଣାରେ ରବିବାର ମୃତ୍ୟୁ ହୋଇଛି। ଘନ କୁହୁଡ଼ି ଯୋଗୁ ହୋଇଥିବା ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସସମ୍ତ ୯ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କୋବେ ବ୍ରାଏଣ୍ଟଙ୍କ ୧୩ ବର୍ଷୀୟା ଝିଅ  ମଧ୍ୟ ରହିଛି।

ଗତକାଲି ବ୍ରାଏଣ୍ଟ  ନିଜ ଝିଅ ଜିଆନାଙ୍କ ସହ ଏହି ହେଲିକପ୍ଟରରେ ଯାତ୍ରା କରୁଥିଲେ। ହେଲିକପ୍ଟରଟି କାଲାବାସାସ୍  ଅତିକ୍ରମ କରୁଥିବା ବେଳେ ଏକ  ପାହାଡ଼ରେ  ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘନ କୁହୁଡ଼ି ଯୋଗୁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବିଳମ୍ବ ହୋଇଥିଲା।

ବ୍ରାଏଣ୍ଟ ୫ ଥର NBA ଚାମ୍ପିଅନ୍ ହୋଇଥିବାବେଳେ ୨ ଥର ଅଲିମ୍ପିକ୍‌ ଗୋଲ୍ଡ ମେଡାଲ୍‌ ଜିତିଥିଲେ। ତାଙ୍କ ମୃତ୍ୟୁରେ ଆମେରିକା ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ବାସ୍କେଟବଲ୍ ଖେଳାଳିଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଡ୍ରମ୍ପ ଓ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମ ମଧ୍ୟ ବ୍ରାଏଣ୍ଟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ବାସ୍କେଟବଲରୁ ଅବସର ନେବା ପରେ ବ୍ରାଏଣ୍ଟ ୨୦୧୮ ମସିହାରେ ‘ଡିଅର ବାସ୍କେଟବଲ୍‌’ ନାମକ କ୍ଷୁଦ୍ର ଫିଲ୍ମ ନିମନ୍ତେ ଓସ୍କାର ଆୱାର୍ଡ ମଧ୍ୟ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story