ଆଇସିସିର ମଜାକ ଉଡ଼ାଇଲେ ଏହି ନ୍ୟୁଜିଲ୍ୟାଣ୍ଡ୍ ଅଲରାଉଣ୍ଡର୍‌

ନୂଆଦିଲ୍ଲୀ: ବିଶ୍ୱକପର ବିବାଦୀୟ ଫାଇନାଲ୍ ପରେ ଆଇସିସି ବାଉଣ୍ଡ୍ରୀ ଆଧାରରେ ବିଜେତା ଚୟନ କରିବା ନିୟମକୁ ହଟାଇ ଦେଇଛି। ଯାହା ପରେ ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍ ଅଲରାଉଣ୍ଡର ଜେମ୍ସ ନିଶାମ୍ ଆଇସିସିର ମଜାକ ଉଡ଼ାଇଛନ୍ତି। ବାଉଣ୍ଡ୍ରୀ ଆଧାରରେ ବିଜେତା ଘୋଷଣା କରିବା ଯୋଗୁ ବିଶ୍ୱକପ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ଟାଇଟଲ୍ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲା। ଜୁଲାଇରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ହୋଇଥିବା ବିଶ୍ୱକପ୍ ଟାଇଟଲ୍ ମୁକାବିଲା ସୁପର୍ ଓଭରରେ ମଧ୍ୟ ଟାଇ ରହିଥିଲା, ଯାହା ପରେ ବାଉଣ୍ଡ୍ରୀ […]

neesham

neesham

Ranjit Kumar Jena
  • Published: Tuesday, 15 October 2019
  • Updated: 15 October 2019, 05:24 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପର ବିବାଦୀୟ ଫାଇନାଲ୍ ପରେ ଆଇସିସି ବାଉଣ୍ଡ୍ରୀ ଆଧାରରେ ବିଜେତା ଚୟନ କରିବା ନିୟମକୁ ହଟାଇ ଦେଇଛି। ଯାହା ପରେ ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍ ଅଲରାଉଣ୍ଡର ଜେମ୍ସ ନିଶାମ୍ ଆଇସିସିର ମଜାକ ଉଡ଼ାଇଛନ୍ତି। ବାଉଣ୍ଡ୍ରୀ ଆଧାରରେ ବିଜେତା ଘୋଷଣା କରିବା ଯୋଗୁ ବିଶ୍ୱକପ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ଟାଇଟଲ୍ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲା। ଜୁଲାଇରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ହୋଇଥିବା ବିଶ୍ୱକପ୍ ଟାଇଟଲ୍ ମୁକାବିଲା ସୁପର୍ ଓଭରରେ ମଧ୍ୟ ଟାଇ ରହିଥିଲା, ଯାହା ପରେ ବାଉଣ୍ଡ୍ରୀ ଗଣନା ଆଧାରରେ ଆୟୋଜକ ଦଳକୁ ବିଜେତା ଘୋଷଣା କରାଯାଇଥିଲା।

ଆଇସିସି ସୋମବାର ଏହି ନିୟମରେ ପରିବର୍ତ୍ତନ କରିଛି। ନୂଆ ନିୟମ ଅନୁଯାୟୀ, ସୁପର୍ ଓଭର୍ ସେପର୍ଯ୍ୟନ୍ତ ଜାରି ରହିବ, ଯେପର୍ଯ୍ୟନ୍ତ ମ୍ୟାଚର ଫଳାଫଳ ନମିଳିଛି। ନିୟମ ବଦଳିବା ପରେ ନିଶାମ ଟ୍ୱିଟ୍ କରିଛନ୍ତି, "ପରବର୍ତ୍ତୀ ଏଜେଣ୍ଡା: ଟାଇଟାନିକ୍ ଉପରେ ବରଫ ଦେଖିବା ପାଇଁ ଭଲ ଦୂରବୀକ୍ଷଣ ଯନ୍ତ୍ର ତିଆରି କରିବାକୁ ହେବ।"

ସେହିପରି ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ବ୍ୟାଟିଂ କୋଚ୍ କ୍ରେଗ୍ ମ୍ୟାକମିଲନ୍ କହିଛନ୍ତି, ଆଇସିସି ସାମାନ୍ୟ ବିଳମ୍ବ କରିଦେଲା। ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟର ମୁଖ୍ୟ କାର୍ଯ୍ୟକାରୀ ଡେଭିଡ୍ ହ୍ୱାଇଟ୍ କହିଛନ୍ତି, ବିଶ୍ୱକପର ବିବାଦୀୟ ଫାଇନାଲ୍ ପରେ ଆଇସିସି ନିୟମରେ ସୁଧାର ଆଣିବା ନେଇ ଆମେ ବହୁତ ଖୁସି। ସେ କହିଛନ୍ତି, କ୍ରିକେଟର ଭବିଷ୍ୟତ ପାଇଁ ଏହା ଉନ୍ନତ ହେବ। ଅତୀତକୁ ଆମେ ବଦଳାଇପାରିବୁ ନାହିଁ, କିନ୍ତୁ ଆମେ ଖୁସି ଯେ ଏଥିପାଇଁ ଭଲ ସମାଧାନ ବାହାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story