ନେଟ୍‌ ପ୍ରାକ୍ଟିସ୍‌ରେ ଧୋନି ମୁଖ୍ୟ ଆକର୍ଷଣ

କୋଲକାତା: ଆସନ୍ତାକାଲି ଇଡେନ ଗାର୍ଡେନରେ ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ। ୨-୦ରେ ସିରିଜି ଜିତି ସାରିଥିବା ଭାରତ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ମହେନ୍ଦ୍ର ସିଂହ ଧୋନି ଜୋରଦାର ଅଭ୍ୟାସ କରିଛନ୍ତି। ଆଜି ଧୋନି ନେଟ୍‌ରେ ବହୁ ସମୟ ଧରି ଅଭ୍ୟାସ କରିଥିଲେ। ଖେଳାଳିଙ୍କ ନେଟ୍‌ ପ୍ରାକ୍ଟିସ୍‌ ଦେଖିବାକୁ ଷ୍ଟାଡିୟମରେ ଥିବା ଦର୍ଶକଙ୍କର ମୁଖ୍ୟ ଆକର୍ଷଣ ଥିଲେ ଧୋନି। ତାଙ୍କୁ ଦେଖିବାକୁ ପାଖ ଗ୍ୟାଲେରୀରେ ଦର୍ଶକ ଭିଡ ଜମାଇଥିଲେ। ଆଜି ସକାଳେ […]

dhoni-nets

dhoni-nets

Rakesh Mallick
  • Published: Saturday, 21 January 2017
  • Updated: 21 January 2017, 03:57 PM IST

Sports

Latest News

କୋଲକାତା: ଆସନ୍ତାକାଲି ଇଡେନ ଗାର୍ଡେନରେ ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ। ୨-୦ରେ ସିରିଜି ଜିତି ସାରିଥିବା ଭାରତ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ମହେନ୍ଦ୍ର ସିଂହ ଧୋନି ଜୋରଦାର ଅଭ୍ୟାସ କରିଛନ୍ତି। ଆଜି ଧୋନି ନେଟ୍‌ରେ ବହୁ ସମୟ ଧରି ଅଭ୍ୟାସ କରିଥିଲେ। ଖେଳାଳିଙ୍କ ନେଟ୍‌ ପ୍ରାକ୍ଟିସ୍‌ ଦେଖିବାକୁ ଷ୍ଟାଡିୟମରେ ଥିବା ଦର୍ଶକଙ୍କର ମୁଖ୍ୟ ଆକର୍ଷଣ ଥିଲେ ଧୋନି। ତାଙ୍କୁ ଦେଖିବାକୁ ପାଖ ଗ୍ୟାଲେରୀରେ ଦର୍ଶକ ଭିଡ ଜମାଇଥିଲେ।

ଆଜି ସକାଳେ ଅଭ୍ୟାସ ବେଳେ ମାତ୍ର ୯ ଜଣ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା। ଅଧିନାୟକ ବିରାଟ କୋହଲି ଏବଂ ବାରବାଟୀ ମ୍ୟାଚ୍‌ର ହିରୋ ଯୁବରାଜ ସିଂହଙ୍କୁ ଦେଖିବାକୁ ମିଳି ନ ଥିଲା। ଏପରିକି ଟିମ୍‌ର ମୁଖ୍ୟ କୋଚ୍‌ ଅନିଲ କୁମ୍ବଲେ ମଧ୍ୟ ଅନୁପସ୍ଥିତ ଥିଲେ। ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story