ଅଲିମ୍ପିକ୍ସ ସ୍ଥଗିତ ହେବା ପରେ ଚିନ୍ତାରେ ଆୟୋଜକ

ଟୋକିଓ: ବିଶ୍ୱ କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସକୁ ବର୍ଷକ ପାଇଁ ଘୁଞ୍ଚାଇ ଦିଆଯାଇଛି। ଫଳରେ ଚଳିତ ବର୍ଷ ଜୁଲାଇ ମାସରେ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ୨୦୨୧ରେ ଆୟୋଜିତ ହେବ। ତେବେ ଅଲିମ୍ପିକ୍ସ ପାଇଁ ଟୋକିଓରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ନିର୍ମାଣ କରାଯାଇଥିଲା, କିନ୍ତୁ ଅଲିମ୍ପିକ୍ସ ସ୍ଥଗିତ ହେବା ଦ୍ୱାରା ଆୟୋଜକଙ୍କ ଆଗରେ ନୂଆ ସମସ୍ୟା ସୃଷ୍ଟି ହୋଇଛି। ଏହି କ୍ରୀଡ଼ାଗ୍ରାମରେ ୧୧ହଜାର ଖେଳାଳିଙ୍କ ରହଣି ପାଇଁ ବନ୍ଦୋବସ୍ଥ କରାଯାଇଥିଲା। ଏହି ଆପାର୍ଟମେଣ୍ଟର କିଛି ଫ୍ଲାର୍ଟର ମୂଲ୍ୟ ୧୫ଲକ୍ଷ ଡଲାର୍ […]

tokyo

tokyo

Ranjit Kumar Jena
  • Published: Wednesday, 25 March 2020
  • Updated: 25 March 2020, 08:36 PM IST

Sports

Latest News

ଟୋକିଓ: ବିଶ୍ୱ କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସକୁ ବର୍ଷକ ପାଇଁ ଘୁଞ୍ଚାଇ ଦିଆଯାଇଛି। ଫଳରେ ଚଳିତ ବର୍ଷ ଜୁଲାଇ ମାସରେ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ୨୦୨୧ରେ ଆୟୋଜିତ ହେବ। ତେବେ ଅଲିମ୍ପିକ୍ସ ପାଇଁ ଟୋକିଓରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ନିର୍ମାଣ କରାଯାଇଥିଲା, କିନ୍ତୁ ଅଲିମ୍ପିକ୍ସ ସ୍ଥଗିତ ହେବା ଦ୍ୱାରା ଆୟୋଜକଙ୍କ ଆଗରେ ନୂଆ ସମସ୍ୟା ସୃଷ୍ଟି ହୋଇଛି। ଏହି କ୍ରୀଡ଼ାଗ୍ରାମରେ ୧୧ହଜାର ଖେଳାଳିଙ୍କ ରହଣି ପାଇଁ ବନ୍ଦୋବସ୍ଥ କରାଯାଇଥିଲା। ଏହି ଆପାର୍ଟମେଣ୍ଟର କିଛି ଫ୍ଲାର୍ଟର ମୂଲ୍ୟ ୧୫ଲକ୍ଷ ଡଲାର୍ ପର୍ଯ୍ୟନ୍ତ ମଧ୍ୟ ରହିଛି। କିନ୍ତୁ ଏବେ ଏହାକୁ କିଣିବାକୁ ଥିବା କ୍ରେତାଙ୍କ ପାଖରେ ଏକ ଅନିଶ୍ଚିତତା ପରିସ୍ଥିତି ସୃଷ୍ଟି ହୋଇଛି।

ଟୋକିଓର ପ୍ରପର୍ଟୀ ସେଣ୍ଟ୍ରାଲର ନିର୍ଦ୍ଦେଶକ ଜୋ ୱାର୍ଡ କହିଛନ୍ତି, "ଅଲିମ୍ପିକ୍ସ ସ୍ଥଗିତ ହେବା ଦ୍ୱାରା କ୍ରେତାଙ୍କୁ ଏବେ ବିଶେଷ ଅସୁବିଧାର ସାମ୍ନା କରିବାକୁ ପଡ଼ିବ। ଏବେ ସିକ୍ୟୁରିଟି ଡିପୋଜିଟରେ ଜମା ହୋଇଥିବା ଅର୍ଥକୁ କିପରି ସହଜରେ ପାଇପାରିବେ, ତାକୁ ନେଇ ସେମାନେ ଚିନ୍ତିତ ଅଛନ୍ତି।" ୱାର୍ଡ କହିଛନ୍ତି, "ଚୁକ୍ତିରେ ଲେଖାଯାଇଛି ଯେ ପ୍ରାକୃତିକ ବିପର୍ଯ୍ୟୟ ଓ ବିକ୍ରେତାର ନିୟନ୍ତ୍ରଣ ବାହ୍ୟ ବର୍ଗରେ ଆସିବ।"

ପରାମର୍ଶଦାତା ଫାର୍ମ ଓରାଗା ରିସର୍ଚ୍ଚର ସିଇଓ ଓ ପ୍ରପର୍ଟୀ ବିଶେଷଜ୍ଞ ତୋମୋହିରୋ ମାକିନୋ କହିଛନ୍ତି, "ଦାମ କମିବା ନେଇ ଆମେ ସାମାନ୍ୟ ଚିନ୍ତିତ ଅଛୁ। ଅଲିମ୍ପିକ୍ସର ରୋମାଞ୍ଚ ଏବଂ ଉତ୍ସାହ ଶେଷ ହେବା ପରେ ଏବେ ପରିସ୍ଥିତି ଖରାପ ହୋଇଯିବ। ଏଭଳି ସ୍ଥିତିରେ ଡିଲ୍ ବାତିଲ ହେବାର ଚିନ୍ତା ଆମକୁ ଘାରିଛି।"

ଜାପାନରେ ଅଲିମ୍ପିକ୍ସ ସ୍ଥଗିତ ହେବା ଦ୍ୱାରା ହୁଏତ କିଛି ନିରାଶ ହୋଇଥିବେ, କିନ୍ତୁ କିଛି ଏହି କ୍ରୀଡ଼ାକୁ ବାତିଲ୍ କରିବା ନେଇ ଦାବି କରୁଥିଲେ । ଜାପାନରେ ଅଲିମ୍ପିକ୍ସ କ୍ରୀଡ଼ାକୁ ବାତିଲ କରିବା ସପକ୍ଷରେ ଥିବା କିଛି ଲୋକେ ଟ୍ୱିଟ୍ କରିଛନ୍ତି, "ଆମେ ଅଲିମ୍ପିକ୍ସ ସ୍ଥଗିତ ହେବା ଚାହୁଁନଥିଲୁ । ଆମେ ଚାହୁଁଥିଲୁ ଅଲିମ୍ପିକ୍ସ ସମ୍ପୂର୍ଣ୍ଣ ରୂପେ ବାତିଲ୍ ହେଇଯାଉ।" ମଙ୍ଗଳବାର କ୍ରୀଡ଼ା ସ୍ଥଗିତ ହେବାର କିଛି ସମୟ ପରେ ହିଁ କିଛି ପ୍ରଦର୍ଶନକାରୀ ସହର ମଝିରେ ଏକାଠି ହୋଇଥିଲେ।

ଏହି ପ୍ରଦର୍ଶନକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି, "ଆମେ ବିଭିନ୍ନ କାରଣରୁ ପ୍ରତିମାସରେ ରାଲି କରିଆସୁଛୁ। ଆମେ ଏହି କ୍ରୀଡ଼ାକୁ ନେଇ ହେଉଥିବା ବ୍ୟବସାୟୀକରଣକୁ ନେଇ ବିରୋଧ କରୁଛୁ। ଏହି କାରଣରୁ ଆମେ ଟୋକିଓ ଅଲିମ୍ପିକ୍ସ ବିରୋଧରେ ସ୍ୱର ଉଠାଇଛୁ।" ସ୍ଥାନୀୟ ପ୍ରଶାସନ ପାଇଁ କାମ କରୁଥିବା ସେହି ବ୍ୟକ୍ତିଜଣକ ଆହୁରି କହିଛନ୍ତି, "କରୋନାଭାଇରସ୍ କାରଣରୁ ଅଲିମ୍ପିକ୍ସ ସ୍ଥଗିତ ହୋଇଛି, କିନ୍ତୁ ଅଲିମ୍ପିକ୍ସକୁ ପୁନର୍ବାର ଆରମ୍ଭ କରାଯିବା ଉଚିତ୍ ହେବ କି ନାହିଁ, ତାହା ଜାପାନର ଜନସାଧାରଣ ପୁନର୍ବାର ଚିନ୍ତା କରିବା ଦରକାର।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story