ଶ୍ରୀଲଙ୍କାକୁ ଦୃଢ ଜବାବ: ମୋହାଲି ମ୍ୟାଚ୍‌ ପରେ ଟିମ୍‌ ଇଣ୍ଡିଆ ଅନେକ ରେକର୍ଡର ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ମୋହାଲି ଦିନିକିଆରେ ଶ୍ରୀଲଙ୍କାକୁ ୧୪୧ ରନରେ ପରାସ୍ତ କରିଛି। ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମାଙ୍କ ଦ୍ୱିଶତକୀୟ ପାଳି ବଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ଓଭରରେ ୩୯୨ ରନ ସ୍କୋର କରିଥିଲା। ଜବାବରେ ୩୯୩ ରନର ଲକ୍ଷ୍ୟ ନେଇ ପାଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ଟିମ୍‌  ପ୍ରରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନାକିରଥିଲା। ମାଥ୍ୟୁସଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲେ। ମାଥ୍ୟୁସ୍‌ ଏକାକି ଶେଷ ପର୍ଯ୍ୟନ୍ତ […]

bumrah_1513163492

bumrah_1513163492

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ମୋହାଲି ଦିନିକିଆରେ ଶ୍ରୀଲଙ୍କାକୁ ୧୪୧ ରନରେ ପରାସ୍ତ କରିଛି। ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମାଙ୍କ ଦ୍ୱିଶତକୀୟ ପାଳି ବଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ଓଭରରେ ୩୯୨ ରନ ସ୍କୋର କରିଥିଲା। ଜବାବରେ ୩୯୩ ରନର ଲକ୍ଷ୍ୟ ନେଇ ପାଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ଟିମ୍‌  ପ୍ରରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନାକିରଥିଲା। ମାଥ୍ୟୁସଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲେ। ମାଥ୍ୟୁସ୍‌ ଏକାକି ଶେଷ ପର୍ଯ୍ୟନ୍ତ ରହି ୧୧୧ରନର ଏକ ଶତକୀୟ ପାଳି ଖେଳିଥିଲେ।

ଆଜିର ବିଜୟ ସହ ଭାରତ ଅନେକ ରେକର୍ଡର ଅଧିକାରୀ ହୋଇଛି। ରୋହିତ ଶର୍ମାଙ୍କ ୨୦୮ ରନର ଏକ ଦ୍ୱିଶତକୀୟ ପାଳି ପରେ ବିଶ୍ୱ କ୍ରିକେଟ୍‌ରେ ଦିନିକିଆରେ ମୋଟ ୭ଟି ଦ୍ୱିଶତକ ହାସଲ ହୋଇଛି। ଏହି ୭ଟିରୁ ୫ଟି ଦ୍ୱିଶତକ ଭାରତୀୟଙ୍କ ନାଁରେ ହିଁ ଅଛି।

ଏହି ମ୍ୟାଚ୍‌ରେ ଭାରତ ତିନିଶହ ରନରୁ ଅଧିକ ସ୍କୋର କରିଛି। ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ଦିନିକିଆରେ ସର୍ବାଧିକ ୧୦୦ ଥର ତିନିଶହ ରନରୁ ଅଧିକ ରନ କରିବାର ଇତିହାସ ସୃଷ୍ଟିକରିଛି। ଏପର୍ଯ୍ୟନ୍ତ ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ୧୦୦ ଥର ତିନିଶହ ରନ ପୂରଣ କରିନାହାଁନ୍ତି। ଭାରତ ପଛକୁ ରହିଛି ଅଷ୍ଟ୍ରେଲିଆ। ଏହି ଟିମ୍‌ ସର୍ବାଧିକ ୯୬ଥର ତିନିଶହରୁ ଅଧିକ ରନ କରିପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story