ଖୁବଶୀଘ୍ର ହେବ ଟିମ୍ ଇଣ୍ଡିଆର ନୂଆ ଚୟନକର୍ତ୍ତାଙ୍କ ନିଯୁକ୍ତି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂଆ ଚୟନକର୍ତ୍ତା କିଏ ହେବ, ତାକୁ ନେଇ ଏବେ ଚର୍ଚ୍ଚା ଜୋର୍। ବିସିସିଆଇ କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି)ର ସଦସ୍ୟ ମଦନ ଲାଲଙ୍କ କହିବା ଅନୁଯାୟୀ, ଆସନ୍ତାମାସ ପ୍ରଥମ ସପ୍ତାହରେ ହିଁ ଭାରତର ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଶେଷ ସୁଦ୍ଧା ଦୁଇ ନୂଆ ଚୟନକର୍ତ୍ତା ଚୟନ କରାଯିବ। ମଦନ ଲାଲଙ୍କ ବ୍ୟତୀତ ସିଏସିରେ ଭାରତର ପୂର୍ବତନ ପେସ୍ ବୋଲର ରୁଦ୍ରପ୍ରତାପ ସିଂ ଓ ମହିଳା କ୍ରିକେଟର୍ ସୁଲକ୍ଷଣା ନାଏକ ମଧ୍ୟ ସଦସ୍ୟ ଅଛନ୍ତି। ଏହି […]

madan-lal1

madan-lal1

Ranjit Kumar Jena
  • Published: Monday, 17 February 2020
  • Updated: 17 February 2020, 08:11 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂଆ ଚୟନକର୍ତ୍ତା କିଏ ହେବ, ତାକୁ ନେଇ ଏବେ ଚର୍ଚ୍ଚା ଜୋର୍। ବିସିସିଆଇ କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି)ର ସଦସ୍ୟ ମଦନ ଲାଲଙ୍କ କହିବା ଅନୁଯାୟୀ, ଆସନ୍ତାମାସ ପ୍ରଥମ ସପ୍ତାହରେ ହିଁ ଭାରତର ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଶେଷ ସୁଦ୍ଧା ଦୁଇ ନୂଆ ଚୟନକର୍ତ୍ତା ଚୟନ କରାଯିବ।

ମଦନ ଲାଲଙ୍କ ବ୍ୟତୀତ ସିଏସିରେ ଭାରତର ପୂର୍ବତନ ପେସ୍ ବୋଲର ରୁଦ୍ରପ୍ରତାପ ସିଂ ଓ ମହିଳା କ୍ରିକେଟର୍ ସୁଲକ୍ଷଣା ନାଏକ ମଧ୍ୟ ସଦସ୍ୟ ଅଛନ୍ତି। ଏହି ତିନିଜଣ ସଦସ୍ୟଙ୍କୁ ସିନିୟର ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ ଓ ତାଙ୍କ ସାଥୀ ସଦସ୍ୟ ଗଗନ ଖୋଡାଙ୍କ ବିକଳ୍ପ ଖୋଜିବାର ଦାୟିତ୍ୱ ଦିଆଯାଇଛି। ପ୍ରସାଦ ଓ ଖୋଡାଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି।

ମଦନ ଲାଲ୍ କହିଛନ୍ତି, "ଆମକୁ ୪୪ ଆବେଦକଙ୍କ ତାଲିକା ମିଳିଛି ଏବଂ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଶେଷ ସୁଦ୍ଧା ଦୁଇ ନୂଆ ଚୟନକର୍ତ୍ତାଙ୍କ ନିଯୁକ୍ତି ହୋଇଯାଇଥିବ। ଏହି ଆଦେବକଙ୍କ ମଧ୍ୟରୁ କେତେ ଜଣଙ୍କୁ ସାକ୍ଷାତକାର ପାଇଁ ଡକାଯିବ, ତାହାର ନିଷ୍ପତ୍ତି ହୋଇନାହିଁ। ଏହି ତାଲିକାରେ କିଛି ବଡ଼ ନାମ ମଧ୍ୟ ସାମିଲ୍ ଅଛି, କିନ୍ତୁ ଏହା ସବୁକିଛି ନୁହେଁ। ସର୍ବଶ୍ରେଷ୍ଠ ବ୍ୟକ୍ତି ଚୟନ କରିବା ଆମର ଦାୟିତ୍ୱ। ଏହାଛଡ଼ା ବିସିସିଆଇ ତରଫରୁ ଆଞ୍ଚଳିକ ନୀତିକୁ କାଏମ ରଖିବୁ କି ନାହିଁ, ସେ ନେଇ କୌଣସି ଜବାବ ମିଳିନାହିଁ।"

ସୂଚନାଯୋଗ୍ୟ, ଆବେଦକଙ୍କ ମଧ୍ୟରେ ଭାରତର ପୂର୍ବତନ ପେସ୍ ବୋଲର ଅଜିତ୍ ଅଗରକର, ଭେଙ୍କଟେଶ ପ୍ରସାଦ, ସ୍ପିନର ଲକ୍ଷ୍ମଣ ଶିବରାମକ୍ରିଷ୍ଣା, ଅମିୟ ଖୁରାସିୟା ଓ ନୟନ ମୋଙ୍ଗିଆ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story